ବିଜେଡିରେ 100 ବିଭୀଷଣ ! | Odisha Reporter
Advertisment
ଆରମ୍ଭ ହେଲା ରାଜନୈତିକ ରାମାୟଣ। ବିଜେପି କହିଲା ବିଜେଡିରେ ବାହାରିବେ ୧୦୦ ବିଭୀଷଣ। ଧର୍ମର ସାଥ ଦେବେ ଏହି ବିଭୀଷଣ, ଆଗାମୀ ଦିନରେ ଦେଖିବ ଓଡ଼ିଶା। ମନ୍ତ୍ରୀ ପ୍ରତାପ ଦେବ କହିଲେ ତାଙ୍କ ବିଧାୟକ ଆମ ଲିଙ୍କରେ ଅଛନ୍ତି। ମାନିଲେ ଆମ ବିଧାୟକ ବି ତାଙ୍କ ଲିଙ୍କରେ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us