ଭୁବନେଶ୍ୱର: ରାଜ୍ୟରେ ବନ୍ଦ ଥିବା ଆଉ ୧୧ଟି ଖୋଲିବା ସଂପର୍କରେ ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଅନ୍ତଃ ବିଭାଗୀୟ କମିଟିର ବୈଠକରେ ଆଲୋଚନା ହୋଇଥିଲା। କେଉଁ କାରଣରୁ ଏହି ଖଣିଗୁଡ଼ିକ ବନ୍ଦ ରହିଛି କମିଟି ଗୋଟି ଗୋଟି କରି ତର୍ଜମା କରିଥିଲା। ତେବେ ଏସବି ଖସି ନନ୍ କ୍ୟାପଟିଭ ଓ କାହାରି ଷ୍ଟାଚୁଟୋରି କ୍ଲିୟରାନ୍ସ ନଥିବା ବୈଠକ ପରେ ଖଣି ନିର୍ଦେଶକ ଦୀପକ ମହାନ୍ତି କହିଥିଲେ। ଷ୍ଟାଚୁଟୋରି କ୍ଲିୟରାନ୍ସ ଥିଲେ ଖଣି ଖୋଲିବା ସହଜ ହୋଇଥାଆନ୍ତା। ତେବେ ଏ ନେଇ ସରକାରଙ୍କୂ ଅବଗତ କରାଯିବ ବୋଲି ସେ କହିଥିଲେ। ପୂର୍ବରୁ ବନ୍ଦ ଥିବା ୨୬ଟି ଖଣି ଖୋଲିବା ଲାଗି କମିଟି ସୁପାରିଶ କରିଥିଲା। ଏସବୁ ଖଣିର ଲିଜ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ଗତ ୧୮ ତାରିଖରେ ଅନୁମୋଦନ କରିବା ସହିତ ୩ ମାସ ମଧ୍ୟରେ ସପ୍ଲିମେଣ୍ଟାରୀ ଲିଜ୍ ଡିଡ୍ କରିବାକୁ ଲିଜଧାରୀଙ୍କୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।