Advertisment

୧୧ ଖଣିକୁ ମିଳିଲାନି ଅନୁମତି: କାହାରି ଷ୍ଟାଚୁଟୋରି କ୍ଲିୟରାନ୍ସ ନାହିଁ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ଥିବା ଆଉ ୧୧ଟି ଖୋଲିବା ସଂପର୍କରେ ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଅନ୍ତଃ ବିଭାଗୀୟ କମିଟିର ବୈଠକରେ ଆଲୋଚନା ହୋଇଥିଲା। କେଉଁ କାରଣରୁ ଏହି ଖଣିଗୁଡ଼ିକ ବନ୍ଦ ରହିଛି କମିଟି ଗୋଟି ଗୋଟି କରି ତର୍ଜମା କରିଥିଲା। ତେବେ ଏସବି ଖସି ନନ୍ କ୍ୟାପଟିଭ ଓ କାହାରି ଷ୍ଟାଚୁଟୋରି କ୍ଲିୟରାନ୍ସ ନଥିବା ବୈଠକ ପରେ ଖଣି ନିର୍ଦେଶକ ଦୀପକ ମହାନ୍ତି କହିଥିଲେ। ଷ୍ଟାଚୁଟୋରି କ୍ଲିୟରାନ୍ସ ଥିଲେ ଖଣି ଖୋଲିବା ସହଜ […]

author-image
Rakesh Mallick
୧୧ ଖଣିକୁ ମିଳିଲାନି ଅନୁମତି: କାହାରି ଷ୍ଟାଚୁଟୋରି କ୍ଲିୟରାନ୍ସ ନାହିଁ

mines

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ଥିବା ଆଉ ୧୧ଟି ଖୋଲିବା ସଂପର୍କରେ ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଅନ୍ତଃ ବିଭାଗୀୟ କମିଟିର ବୈଠକରେ ଆଲୋଚନା ହୋଇଥିଲା। କେଉଁ କାରଣରୁ ଏହି ଖଣିଗୁଡ଼ିକ ବନ୍ଦ ରହିଛି କମିଟି ଗୋଟି ଗୋଟି କରି ତର୍ଜମା କରିଥିଲା। ତେବେ ଏସବି ଖସି ନନ୍ କ୍ୟାପଟିଭ ଓ କାହାରି ଷ୍ଟାଚୁଟୋରି କ୍ଲିୟରାନ୍ସ ନଥିବା ବୈଠକ ପରେ ଖଣି ନିର୍ଦେଶକ ଦୀପକ ମହାନ୍ତି କହିଥିଲେ। ଷ୍ଟାଚୁଟୋରି କ୍ଲିୟରାନ୍ସ ଥିଲେ ଖଣି ଖୋଲିବା ସହଜ ହୋଇଥାଆନ୍ତା। ତେବେ ଏ ନେଇ ସରକାରଙ୍କୂ ଅବଗତ କରାଯିବ ବୋଲି ସେ କହିଥିଲେ। ପୂର୍ବରୁ ବନ୍ଦ ଥିବା ୨୬ଟି ଖଣି ଖୋଲିବା ଲାଗି କମିଟି ସୁପାରିଶ କରିଥିଲା। ଏସବୁ ଖଣିର ଲିଜ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ଗତ ୧୮ ତାରିଖରେ ଅନୁମୋଦନ କରିବା ସହିତ ୩ ମାସ ମଧ୍ୟରେ ସପ୍ଲିମେଣ୍ଟାରୀ ଲିଜ୍ ଡିଡ୍ କରିବାକୁ ଲିଜଧାରୀଙ୍କୁ କୁହାଯାଇଛି।

Advertisment