ରହିଲାନି ହାତଗଣ୍ଠି ଫିଟାଇବାର ଖୁସି | Odisha Reporter
କାଲି ହାତ ଗଣ୍ଠି ଫିଟାଉଥିଲେ, ଆଜି ଚାଲିଗଲେ। ବଡ ଭଉଣୀର ବାହାଘର। ବେଦୀ ଉପରେ ହାତଗଣ୍ଠି ଫିଟାଇବାର ମଉକା ପାଇଥିଲେ ସାନ ଭଉଣୀ। ହେଲେ ବସ ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲି ଯାଇଛି। ବାହାଘର ଭୋଜି ଖାଇ ଘରକୁ ଫେରୁଥିଲେ। ଘର ଆଉ ମାତ୍ର ୫ ମିନିଟର ବାଟ ଥିଲା। ହେଲେ ପହଞ୍ଚିବା ପୂର୍ବରୁ କୋଳେଇ ନେଲା ଯମ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
