Advertisment

କାଲି ହାତ ଗଣ୍ଠି ଫିଟାଉଥିଲେ, ଆଜି ଚାଲିଗଲେ

ବଡ ଭଉଣୀର ବାହାଘର। ବେଦୀ ଉପରେ ହାତଗଣ୍ଠି ଫିଟାଇବାର ମଉକା ପାଇଥିଲେ ସାନ ଭଉଣୀ।

Advertisment

କାଲି ହାତ ଗଣ୍ଠି ଫିଟାଉଥିଲେ, ଆଜି ଚାଲିଗଲେ।  ବଡ ଭଉଣୀର ବାହାଘର। ବେଦୀ ଉପରେ ହାତଗଣ୍ଠି ଫିଟାଇବାର ମଉକା ପାଇଥିଲେ ସାନ ଭଉଣୀ। ହେଲେ ବସ ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲି ଯାଇଛି। ବାହାଘର ଭୋଜି ଖାଇ ଘରକୁ ଫେରୁଥିଲେ। ଘର ଆଉ ମାତ୍ର ୫ ମିନିଟର ବାଟ ଥିଲା। ହେଲେ ପହଞ୍ଚିବା ପୂର୍ବରୁ କୋଳେଇ ନେଲା ଯମ।

Advertisment
Odisha Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe