Advertisment

କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି

ଦିଗପହଣ୍ଡି ବସ୍ ଦୁର୍ଘଟଣା। ଧୈର୍ଯ୍ୟ ଧରିପାରୁନାହାନ୍ତି ସଂପର୍କୀୟ । OSRTC ବସ୍ ଓ ଘରୋଇ ବସ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

author-image
Manoj Swain

ଦିଗପହଣ୍ଡି ବସ୍ ଦୁର୍ଘଟଣା। ଧୈର୍ଯ୍ୟ ଧରିପାରୁନାହାନ୍ତି ସଂପର୍କୀୟ । OSRTC ବସ୍ ଓ ଘରୋଇ ବସ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପୁରୁଷ, ୪ ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି। ପରିବାରର ଏକାଧିକ ସଦସ୍ୟଙ୍କୁ ହରାଇ କାନ୍ଦବୋବାଳିରେ ଫାଟିପଡୁଛି ଘର। 

Advertisment
Odisha Accident