କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି | Odisha Reporter
Advertisment
ଦିଗପହଣ୍ଡି ବସ୍ ଦୁର୍ଘଟଣା। ଧୈର୍ଯ୍ୟ ଧରିପାରୁନାହାନ୍ତି ସଂପର୍କୀୟ । OSRTC ବସ୍ ଓ ଘରୋଇ ବସ୍ରେ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପୁରୁଷ, ୪ ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି। ପରିବାରର ଏକାଧିକ ସଦସ୍ୟଙ୍କୁ ହରାଇ କାନ୍ଦବୋବାଳିରେ ଫାଟିପଡୁଛି ଘର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us