ଯାଜପୁର ଜିଲ୍ଲାର ୧୩ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲାରେ ଗତକାଲି ୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ  କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ଯାଜପୁର ବ୍ଲକର ପଣସା, ବାସୁଦେବପୁର, ଜହାନପୁର ପଞ୍ଚାୟତର ୬ଟି ଗାଁରେ ଲଗାଯାଇଛି କଟକଣା।ସେହିପରି କୋରେଇ ବ୍ଳକ ମୁକୁନ୍ଦପୁର ପଞ୍ଚାୟତର କଣ୍ଟେନମେଣ୍ଟ ଜୋନରେ ମଧ୍ୟ ୩ଟି ଗାଁ ରହିଛି। ଦଶରଥପୁର ବ୍ଲକର ବିରଜାପୁର, ତଲିହା, ବିହାରୀ ପଞ୍ଚାୟତର ୪ଟି ଗାଁରେ ମଧ୍ୟ କଟକଣା କରାଯାଇଛି।ଏହିଭଳି ମୋଟ ୭ଟି ପଞ୍ଚାୟତର ୧୩ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ […]

jajpur

jajpur

Jyoshna Pradhan
  • Published: Tuesday, 21 April 2020
  • Updated: 21 April 2020, 09:27 AM IST

Sports

Latest News

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲାରେ ଗତକାଲି ୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ  କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ଯାଜପୁର ବ୍ଲକର ପଣସା, ବାସୁଦେବପୁର, ଜହାନପୁର ପଞ୍ଚାୟତର ୬ଟି ଗାଁରେ ଲଗାଯାଇଛି କଟକଣା।ସେହିପରି କୋରେଇ ବ୍ଳକ ମୁକୁନ୍ଦପୁର ପଞ୍ଚାୟତର କଣ୍ଟେନମେଣ୍ଟ ଜୋନରେ ମଧ୍ୟ ୩ଟି ଗାଁ ରହିଛି।

ଦଶରଥପୁର ବ୍ଲକର ବିରଜାପୁର, ତଲିହା, ବିହାରୀ ପଞ୍ଚାୟତର ୪ଟି ଗାଁରେ ମଧ୍ୟ କଟକଣା କରାଯାଇଛି।ଏହିଭଳି ମୋଟ ୭ଟି ପଞ୍ଚାୟତର ୧୩ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ଗତକାଲି ଯାଜପୁର ଜିଲ୍ଲାରୁ ନୂଆ ୫ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଯାଜପୁର ବ୍ଲକର ୩ ଜଣ, କୋରେଇ ବ୍ଲକରୁ ଜଣେ ଓ ଦଶରଥପୁରରୁ ଜଣେ ଅଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos