ଆସନ୍ତା ଜୁନ ୨୨ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ବାଲେଶ୍ବରର ଜଳେଶ୍ଵର ଗସ୍ତ କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ଦୁଇ ଦିନ ତଳେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା l କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା ଯେଉଁଥିରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ୧୪ ଟି ପ୍ରଶ୍ନ ପଚରାଯାଇଛି l ତେବେ ଏହାକୁ ନେଇ କଂଗ୍ରେସ ନେତା ସୁର୍ଦଶନ ଦାସ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୟଙ୍କର ରୂପରେ ମାଡ଼ି ଆସୁଛି ‘ବିପର୍ଯ୍ୟୋୟ’
ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆଜି ଗୁଜରାଟ ଉପକୂଳ ଛୁଇଁବ। ବାତ୍ୟାଟି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି।
Odisha
ତିନି କିମି ପୂର୍ବରୁ ସଫା ହୋଇଗଲା ପୂରା ପରିବାର
ଗତକାଲି ପହିଲି ରଜରେ ଦୁଃଖଦ ଖବର ଆସିଛି। ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ କାର ଧକ୍କା ଦେବାଫଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା।
Odisha
ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର
ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ବୁଧବାର ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ । ।
Odisha
ଚମତ୍କାର ମୌନବ୍ରତରେ ମନ୍ତ୍ରୀ !
ଆଗରୁ ବାହାରି ଟାଟା ପାଓ୍ବାର ପାଇଁ ଓକିଲାତି କରୁଥିଲେ। ହେଲେ ଯେତେବେଳେ ସବୁଆଡ଼ୁ ନିନ୍ଦା ଶୁଣିଲେ ଆଉ କିଛି ଶୁଣୁନାହାଁନ୍ତି କି ପଚାରିଲେ ବି କିଛି କହୁ ନାହାଁନ୍ତି।