Advertisment

5T ସଚିବଙ୍କୁ ୧୪ଟି ପ୍ରଶ୍ନ

ଆସନ୍ତା ଜୁନ ୨୨ ତାରିଖରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜଳେଶ୍ଵର ଗସ୍ତ କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ମନ୍ତ୍ରୀ ଅଶ୍ଵିନୀ କୁମାର ପlତ୍ରଙ୍କ ଉପସ୍ଥିତିରେ ଦୁଇ ଦିନ ତଳେ ଏକ ପ୍ରସ୍ତୁତି ବୈଠକ ଡାକିଥିଲେ l

author-image
Manoj Swain
ଅଦ୍ୟତନ ହୋଇଛି

ଆସନ୍ତା ଜୁନ ୨୨ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ବାଲେଶ୍ବରର ଜଳେଶ୍ଵର ଗସ୍ତ କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ଦୁଇ ଦିନ ତଳେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା l କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା ଯେଉଁଥିରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ୧୪ ଟି ପ୍ରଶ୍ନ ପଚରାଯାଇଛି l ତେବେ ଏହାକୁ ନେଇ କଂଗ୍ରେସ ନେତା ସୁର୍ଦଶନ ଦାସ କଣ କହିଛନ୍ତି ଶୁଣନ୍ତୁ। 

Advertisment
5T Odisha Congress Vk Pandian