Advertisment

ଗଜପତି ଜିଲ୍ଲାର ସବୁ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପୁରୀ ବ୍ୟତୀତ ଆଉ କେଉଁଠାରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଜପତି ଜିଲ୍ଲାର ସବୁ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଜିଲ୍ଲାପାଳ ଅନୁପମ ସାହା ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଘୋଷଣା କରିଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ନିକଟକୁ ନଆସିବ ପାଇଁ ଏକ ଭିଡିଓ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆଜି କେବଳ ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ […]

ଗଜପତି ଜିଲ୍ଲାର ସବୁ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା

gajapati

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପୁରୀ ବ୍ୟତୀତ ଆଉ କେଉଁଠାରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଜପତି ଜିଲ୍ଲାର ସବୁ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଜିଲ୍ଲାପାଳ ଅନୁପମ ସାହା ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଘୋଷଣା କରିଛନ୍ତି।

Advertisment

ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ନିକଟକୁ ନଆସିବ ପାଇଁ ଏକ ଭିଡିଓ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଆଜି କେବଳ ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ତେବେ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ ଅନୁସାରେ ବିନା ଶ୍ରଦ୍ଧାଳୁରେ କଟକଣାଯୁକ୍ତ ରଥଯାତ୍ରା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe