ଧାରଣାରୁ ବାହାରି ଗଲା ମାଲବାହୀ ଟ୍ରେନ୍‌ର ୧୫ ବଗି

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ୍ ଜିଲ୍ଲା ଦାମନଯୋଡି ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା ଜଣାପଡ଼ିଛି। ଟ୍ରେନର ୧୫ଟି ବଗି ଧାରଣାରୁ ବାହାରି ଯାଇଛି। ଟ୍ରେନ୍‌ଟି ଆଲୁମିନା ଗୁଣ୍ଡ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ଏକ ରିଲିଫ୍ ଟ୍ରେନ୍ ପଠାଯାଇଛି। ଘଟଣା ପରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳରେ ବାଧା ଉପୁଜିଛି। ଆଜି ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ସୁଦ୍ଧା ପୁନଃରୁଦ୍ଧାର […]

koraput

koraput

Rakesh Mallick
  • Published: Sunday, 09 September 2018
  • Updated: 09 September 2018, 04:59 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ୍ ଜିଲ୍ଲା ଦାମନଯୋଡି ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା ଜଣାପଡ଼ିଛି। ଟ୍ରେନର ୧୫ଟି ବଗି ଧାରଣାରୁ ବାହାରି ଯାଇଛି। ଟ୍ରେନ୍‌ଟି ଆଲୁମିନା ଗୁଣ୍ଡ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି।
ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ଏକ ରିଲିଫ୍ ଟ୍ରେନ୍ ପଠାଯାଇଛି। ଘଟଣା ପରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳରେ ବାଧା ଉପୁଜିଛି।
ଆଜି ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ସୁଦ୍ଧା ପୁନଃରୁଦ୍ଧାର କାମ ଶେଷ ହେବ ବୋଲି ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story