ପୁରୀ ହିଂସା: ଆଉ ୧୫ ଗିରଫ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ପୁଲିସ ଆଉ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ୧୫ଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୩୮ରେ ପହଞ୍ଚିଛି। ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ପରେ ପୁଲିସ ପ୍ରଥମେ ୧୧ ଓ ପରେ ୧୨ ଜଣଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ ଗତ ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବନ୍ଦ ଡାକରା ଦିଆଯାଇଥିଲା ସହରରେ ବ୍ୟାପକ ଭଙ୍ଗାରୁଜା […]

puri

Rakesh Mallick
  • Published: Sunday, 07 October 2018
  • , Updated: 07 October 2018, 08:41 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ପୁଲିସ ଆଉ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ୧୫ଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୩୮ରେ ପହଞ୍ଚିଛି।
ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ପରେ ପୁଲିସ ପ୍ରଥମେ ୧୧ ଓ ପରେ ୧୨ ଜଣଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ ଗତ ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବନ୍ଦ ଡାକରା ଦିଆଯାଇଥିଲା ସହରରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ ଆନ୍ଦୋଳନକାରୀ। ଏପରିକି କିଛି ଉତ୍ତ୍ୟକ୍ତ ଲୋକ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ,ଶ୍ରୀମନ୍ଦିର କାର୍ଯ୍ୟାଳୟ, ସୂଚନା କେନ୍ଦ୍ର ଓ ପୁରୀ ଟାଉନ ଥାନାରେ ବହୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଲୁଟ୍‌ପାଟ୍‌ କରିଥିବା ଅଭିଯୋଗ ହୋଇଥିଲା।

Related story