ପାଠ ପଢ଼ିବାକୁ ଯାଇ ବିହାରରେ ଫସିଛନ୍ତି ୧୫ ଓଡ଼ିଆ ଛାତ୍ର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ବିହାରରେ ଫସି ରହିଛନ୍ତି ଓଡ଼ିଆ  ନବୋଦୟ ବିଦ୍ୟାଳୟର ୧୫ ଛାତ୍ର। ଢେଙ୍କାନାଳ ଜବାହାର ନବୋଦୟ ବିଦ୍ୟାଳୟର ୧୫ ଜଣ ଛାତ୍ର ବିହାରର ସୁପୌଲରେ ଫସି ରହିଛନ୍ତି। ଗୋଟିଏ ବର୍ଷ ମାଇଗ୍ରେସନ୍ ପାଇଁ ଏହି ଛାତ୍ରମାନେ ବିହାରର ସୁପୌଲ୍ ନବୋଦୟ ବିଦ୍ୟାଳୟକୁ ଆସିଥିଲେ। ମାର୍ଚ୍ଚ ୧୫ ତାରିଖ ପରେ ସେମାନେ ଫେରିବାର ଥିଲା। ତେବେ କରୋନା ଯୋଗୁ ଯାନବାହନ ଚଳାଚଳ ଉପରେ କଟକଣା ଓ ପରେ ଲକ୍ ଡାଉନ୍ ଯୋଗୁ ଏଠୁ ବାହାରି ପାରିନାହାନ୍ତି। […]

dkl

dkl

Jyoshna Pradhan
  • Published: Thursday, 26 March 2020
  • Updated: 26 March 2020, 12:34 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ବିହାରରେ ଫସି ରହିଛନ୍ତି ଓଡ଼ିଆ  ନବୋଦୟ ବିଦ୍ୟାଳୟର ୧୫ ଛାତ୍ର। ଢେଙ୍କାନାଳ ଜବାହାର ନବୋଦୟ ବିଦ୍ୟାଳୟର ୧୫ ଜଣ ଛାତ୍ର ବିହାରର ସୁପୌଲରେ ଫସି ରହିଛନ୍ତି। ଗୋଟିଏ ବର୍ଷ ମାଇଗ୍ରେସନ୍ ପାଇଁ ଏହି ଛାତ୍ରମାନେ ବିହାରର ସୁପୌଲ୍ ନବୋଦୟ ବିଦ୍ୟାଳୟକୁ ଆସିଥିଲେ। ମାର୍ଚ୍ଚ ୧୫ ତାରିଖ ପରେ ସେମାନେ ଫେରିବାର ଥିଲା।

ତେବେ କରୋନା ଯୋଗୁ ଯାନବାହନ ଚଳାଚଳ ଉପରେ କଟକଣା ଓ ପରେ ଲକ୍ ଡାଉନ୍ ଯୋଗୁ ଏଠୁ ବାହାରି ପାରିନାହାନ୍ତି। ତେଣୁ ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଏହି ଛାତ୍ରମାନେ। ଏକ ଭିିଡିଓ କରି ସେମାନଙ୍କୁ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story