dkl
Advertisment
ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ବିହାରରେ ଫସି ରହିଛନ୍ତି ଓଡ଼ିଆ ନବୋଦୟ ବିଦ୍ୟାଳୟର ୧୫ ଛାତ୍ର। ଢେଙ୍କାନାଳ ଜବାହାର ନବୋଦୟ ବିଦ୍ୟାଳୟର ୧୫ ଜଣ ଛାତ୍ର ବିହାରର ସୁପୌଲରେ ଫସି ରହିଛନ୍ତି। ଗୋଟିଏ ବର୍ଷ ମାଇଗ୍ରେସନ୍ ପାଇଁ ଏହି ଛାତ୍ରମାନେ ବିହାରର ସୁପୌଲ୍ ନବୋଦୟ ବିଦ୍ୟାଳୟକୁ ଆସିଥିଲେ। ମାର୍ଚ୍ଚ ୧୫ ତାରିଖ ପରେ ସେମାନେ ଫେରିବାର ଥିଲା।
Advertisment
ତେବେ କରୋନା ଯୋଗୁ ଯାନବାହନ ଚଳାଚଳ ଉପରେ କଟକଣା ଓ ପରେ ଲକ୍ ଡାଉନ୍ ଯୋଗୁ ଏଠୁ ବାହାରି ପାରିନାହାନ୍ତି। ତେଣୁ ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଏହି ଛାତ୍ରମାନେ। ଏକ ଭିିଡିଓ କରି ସେମାନଙ୍କୁ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/dkl-111000.jpg)