ଲଗାଣ ବର୍ଷା ଯୋଗୁ ଧସିଲା ପାହାଡ଼,୧୫ଟି ଗାଁ ବିଚ୍ଛିନ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବର୍ଷାରେ ବେହାଲ ହୋଇଛି ଦକ୍ଷିଣ ଓଡ଼ିଶା। କୋରାପୁଟ, ରାୟଗଡ଼ା ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ପାହାଡ଼ ଧସିବାରୁ ତଡ଼କାହା ଓ ଚରିଆବାଡ଼ ମଧ୍ୟରେ ଯାତାୟାତ ବନ୍ଦ ରହିଛି। ବର୍ଷା ଯୋଗୁ ବାଘଲଟି ପ୍ରକଳ୍ପ ପାଣିରେ ଜଳମଗ୍ନ ହୋଇଛି। ବୁରାତାଲ ପଞ୍ଚାୟତର ୫ ଗାଁ ଓ ସୋରଡ଼ା ବ୍ଲକ ଗୋକୁଳପୁରରେ ଏକ […]

bhanja

bhanja

Tapaswini Nayak
  • Published: Wednesday, 14 October 2020
  • Updated: 14 October 2020, 09:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବର୍ଷାରେ ବେହାଲ ହୋଇଛି ଦକ୍ଷିଣ ଓଡ଼ିଶା। କୋରାପୁଟ, ରାୟଗଡ଼ା ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ପାହାଡ଼ ଧସିବାରୁ ତଡ଼କାହା ଓ ଚରିଆବାଡ଼ ମଧ୍ୟରେ ଯାତାୟାତ ବନ୍ଦ ରହିଛି।

ବର୍ଷା ଯୋଗୁ ବାଘଲଟି ପ୍ରକଳ୍ପ ପାଣିରେ ଜଳମଗ୍ନ ହୋଇଛି। ବୁରାତାଲ ପଞ୍ଚାୟତର ୫ ଗାଁ ଓ ସୋରଡ଼ା ବ୍ଲକ ଗୋକୁଳପୁରରେ ଏକ ପୋଲ ଭାସିଯିବାରୁ ୧୫ଟି ଗାଁ ବିଚ୍ଛିନ୍ନ ହୋଇଛି। ଋଷିକୂଲ୍ୟା ଓ ଜରଉ ନଦୀରେ ଜଳସ୍ତର ବଢ଼ିଥିବାରୁ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି। ରାୟଗଡ଼ା ଜିଲ୍ଲାରେ ବି ପ୍ରବଳ ବର୍ଷା ଯୋଗୁଁ ପ୍ରଶାସନ ସଜାଗ ଅଛି। ରାମନାଗୁଡ଼ାରେ ଏକ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି ।.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story