Advertisment

କନ୍ଧମାଳ ଜିଲ୍ଲାରେ ୧୭ କରୋନା ଯୋଦ୍ଧା ସଂକ୍ରମିତ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୫୦ ପୁରୁଷ ଓ ୨୪ ମହିଳା ଅଛନ୍ତି। ତେବେ ଦାରିଙ୍ଗବାଡ଼ି ବ୍ଲକର ୧୦ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଜି. ଉଦୟଗିରି ତହସିଲ ଅଫିସରୁ ଜଣେ, ବାଲିଗୁଡ଼ା CRPF କ୍ୟାମ୍ପର ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୭ କରୋନା ଯୋଦ୍ଧା ସଂକ୍ରମିତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ,କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କଟକରୁ ୨୨ ପଜିଟିଭ ଚିହ୍ନଟ

corona-2.1

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୫୦ ପୁରୁଷ ଓ ୨୪ ମହିଳା ଅଛନ୍ତି। ତେବେ ଦାରିଙ୍ଗବାଡ଼ି ବ୍ଲକର ୧୦ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି।

Advertisment

ସେହିପରି ଜି. ଉଦୟଗିରି ତହସିଲ ଅଫିସରୁ ଜଣେ, ବାଲିଗୁଡ଼ା CRPF କ୍ୟାମ୍ପର ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୭ କରୋନା ଯୋଦ୍ଧା ସଂକ୍ରମିତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ,କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୨ରେ ପହଞ୍ଚିଛି। ସେଥିମଧ୍ୟରୁ ୪୨୮ ସୁସ୍ଥ ହୋଇ ସାରିଲେଣି।  ୩୪୧ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Advertisment