ଅଦ୍ୟତନ ହୋଇଛି
grs2
Advertisment
ଉମରକୋଟ(କାର୍ତ୍ତିକ ମଲ୍ଲିକ): ଜିଆରଏସ୍ଙ୍କ ଘରୁ ମିଳିଲା ୧୭ ଲକ୍ଷ ଟଙ୍କା କ୍ୟାସ୍। ଏଥିସହ ସରିନି ଚଢ଼ାଉ। ଜିଆରଏସ୍ଙ୍କ ଅମାପ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସିଂଶାରି ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ହିମାଂଶୁ ବାଘଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।
Advertisment
/odisha-reporter/media/post_attachments/wp-content/uploads/2021/01/grs-1.jpg)
ଆଜି ସକାଳୁ ମାଲକାନଗିରି, ଜୟପୁର, ନବରଙ୍ଗପୁର ଏବଂ ନୂଆପଡା ଜିଲ୍ଲାର ଚାରୋଟି ଟିମ୍ ଚଢଉ ଆରମ୍ଭ କରିଛନ୍ତି । ଚଢଉ ବେଳେ ହିମାଂଶୁଙ୍କ ଘରୁ ୧୭,୮୩,୦୦୦ ଟଙ୍କା ନଗଦ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ଏଥିସହ ବର୍ତ୍ତମାନ ଚଢଉ ଜାରି ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/grs2.jpg)