Advertisment

୧୭୦ଟି କେନ୍ଦ୍ରରେ ହୋଇଛି ଡିପ୍ଲୋମା ଇଞ୍ଜିନଇୟରିଂ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି ଡିପ୍ଲୋମା ଇଞ୍ଜିନଇୟରିଂ ଟେଷ୍ଟ। ବିଭିନ୍ନ ସହରର ୧୭୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି।  ଏଥିପାଇଁ ଏଥର ରେକର୍ଡ ସଂଖ୍ୟକ ୮୯ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା  ସକାଳ ୧୦ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ଶେଷ ହୋଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଦିନ ୨ଟାରୁ ଆରମ୍ଭ ହୋଇ ସାଢେ ୪ଟାରେ ସରିବ। ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା  ଜରାଯାଇଥିବା ବୈଷୟିକ ଶିକ୍ଷା ଓ […]

author-image
Rakesh Mallick
୧୭୦ଟି କେନ୍ଦ୍ରରେ ହୋଇଛି ଡିପ୍ଲୋମା ଇଞ୍ଜିନଇୟରିଂ ଟେଷ୍ଟ

DET-Odisha-Diploma-Entrance-Test

ଭୁବନେଶ୍ୱର: ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି ଡିପ୍ଲୋମା ଇଞ୍ଜିନଇୟରିଂ ଟେଷ୍ଟ। ବିଭିନ୍ନ ସହରର ୧୭୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି।  ଏଥିପାଇଁ ଏଥର ରେକର୍ଡ ସଂଖ୍ୟକ ୮୯ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା  ସକାଳ ୧୦ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ଶେଷ ହୋଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଦିନ ୨ଟାରୁ ଆରମ୍ଭ ହୋଇ ସାଢେ ୪ଟାରେ ସରିବ। ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା  ଜରାଯାଇଥିବା ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ପକ୍ଷରୁ କୁହାଯାଇଛି।

Advertisment