ଆତ୍ମଘୋଷିତ ବାବାଙ୍କ ୨ ଆକାଉଣ୍ଟ ଫ୍ରିଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେକ୍ ୱାର୍କ ଅର୍ଡର ଦେଇ  ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କାର ଚୂନ ଲଗାଇ ବନ୍ଧା ହୋଇଥିବା ଆତ୍ମଘୋଷିତ ବାବାଙ୍କ ନାଁରେ ଆସିଛି ପୁଣି ଏକ ନୂଆ ଅଭିଯୋଗ ।  ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧିୁରୀଙ୍କ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ପେଡ଼ି । ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟିର ଚୁନ ମାରିଥିବା ଅଭିଯୋଗରେ ଚନ୍ଦନ ଆକାଶ ମହାନ୍ତି  ଓ ବାବା ବିଜୟାନନ୍ଦ ମହାରାଜଙ୍କୁ ଗତ […]

fraud baba

fraud baba

Niharika Rout
  • Published: Wednesday, 25 August 2021
  • Updated: 25 August 2021, 06:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେକ୍ ୱାର୍କ ଅର୍ଡର ଦେଇ  ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କାର ଚୂନ ଲଗାଇ ବନ୍ଧା ହୋଇଥିବା ଆତ୍ମଘୋଷିତ ବାବାଙ୍କ ନାଁରେ ଆସିଛି ପୁଣି ଏକ ନୂଆ ଅଭିଯୋଗ ।  ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧିୁରୀଙ୍କ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ପେଡ଼ି ।

ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟିର ଚୁନ ମାରିଥିବା ଅଭିଯୋଗରେ ଚନ୍ଦନ ଆକାଶ ମହାନ୍ତି  ଓ ବାବା ବିଜୟାନନ୍ଦ ମହାରାଜଙ୍କୁ ଗତ ଶନିବାର ଗିରଫ କରାଯାଇଥିଲା ଏବେ ବାବାଙ୍କର ପୁଣି ଏକ ପେଡ଼ି ଖୋଲିଛି।

ଏହି ଆତ୍ମଘୋଷିତ ବାବା  ଗଞ୍ଜାମ ଜିଲ୍ଲାକ ଜଣେ ଠିକାଦାରଙ୍କୁ  ୨୫ ଲକ୍ଷ ଟଙ୍କାର ଚୂନ ମାରିଥିବା  ଅଭିଯୋଗ ହୋଇଛି। ଏନେଇ ଇକୋନମି ଅଫେନ୍ସ ଓ୍ୱିଙ୍ଗ୍ – ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ ହୋଇଛି । ଟେଣ୍ଡର ଦେବା ନାଁରେ ଏହି ବାବାଜଣଙ୍କ ଏତେ ପରିମାଣର ଟଙ୍କା ଠକେଇ କରିନେଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାରେ ବାବାଙ୍କ ୨ଟି ଆକାଉଣ୍ଟ ଜବତ କରାଯାଇ ଫ୍ରିଜ୍‌ କରି ଦିଆଯାଇଛି । ଏହି ଦୁଇ ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ସିଜ୍‌ କରାଯାଇଛି ।

ବିଭିନ୍ନ ଲୋକଙ୍କ ପାଖକୁ ବାବାଙ୍କ ଆକାଉଣ୍ଟରେ ବଡ଼ ପରିମାଣର ଅର୍ଥ ଟ୍ରାନ୍ସଫର ହୋଇଥିବାର ପ୍ରମାଣ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ।  ବର୍ତ୍ତମାନ ଏହି ସବୁ ଲୋକଙ୍କୁ ନିଜ ସ୍କାନରରେ ରଖିଛି ଇଓଡବ୍ଲୁ  । ସେପଟେ ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ  ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ  ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାହାର ତଦନ୍ତ ମଧ୍ୟ କରିବ ଇଓଡବ୍ଲ୍ୟୁ ।

ଅନ୍ୟପଟେ ଆବଶ୍ୟକ ପଡ଼ିଲେ ଓଟିଡିସି ୩ କୋଟି ଠକେଇ ମାମଲାରେ ବାବା ବିଜୟାନନ୍ଦ ମହାରାଜଙ୍କୁ ତଦନ୍ତକାରୀ ସଂସ୍ଥା ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story