Advertisment

୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଅବକାରୀ କର୍ମଚାରୀମାନେ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ପାଖରୁ ୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଅଭିଯୁକ୍ତ ଦୁଇଜଣ ଖୋର୍ଦ୍ଧା ଜିଲା ଲକ୍ଷ୍ମୀସାଗର ଥାନା ହଳଦିପଡିଆ ଗାଁର ସଂଜୟ ମହାନ୍ତି ଏବଂ ସନ୍ତୋଷ କୁମାର ପଟ୍ଟନାୟକ।

ଅଭିଯୁକ୍ତମାନେ ବ୍ରାଉନ୍ ସୁଗାର ଧରି ଭୁବନେଶ୍ୱର ଯିବା ପାଇଁ ଜଳେଶ୍ୱର ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ। ଏହି ସମୟରେ ଜଳେଶ୍ୱର ଅବକାରୀ ଓ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀମାନେ ସେମାନଙ୍କୁ ଗିରଫ କରିଥିଲେ। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା।

author-image
Ordigital Desk