ମୋବାଇଲ୍ ବ୍ୟାଟେରିରେ ଖେଳୁଥିଲେ ୨ ଶିଶୁ, ହେଲା ବିସ୍ଫୋରଣ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଦୁଇ ଶିଶୁ ହେଲେ ରାଜା ଓ ଶୁଭମ । ଦୁହିଁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କୁ  ପ୍ରଥମେ  ଧରାକୋଟ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାଜାର ଅବସ୍ଥା ଗୁରୁତର ହେବାର ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଶୁଭମ ଧରକୋଟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ରାଜା ଓ […]

mobile

mobile

Niharika Rout
  • Published: Friday, 29 January 2021
  • Updated: 29 January 2021, 10:00 AM IST

Sports

Latest News

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଦୁଇ ଶିଶୁ ହେଲେ ରାଜା ଓ ଶୁଭମ । ଦୁହିଁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଉଭୟଙ୍କୁ  ପ୍ରଥମେ  ଧରାକୋଟ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାଜାର ଅବସ୍ଥା ଗୁରୁତର ହେବାର ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଶୁଭମ ଧରକୋଟରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଷଷ୍ଠ ଶ୍ରେଣୀରେ ପଢୁଥିବା ରାଜା ଓ ଶୁଭମ ଗତକାଲି ଟ୍ୟୁସନରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ୍ ବ୍ୟାଟେରି ପାଇଥିଲେ । ସେହି ବ୍ୟାଟେରିରେ ତାର ସଂଯୋଗ କରି ଖେଳୁଥିବାବେଳେ ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos