Advertisment

ମୋବାଇଲ୍ ବ୍ୟାଟେରିରେ ଖେଳୁଥିଲେ ୨ ଶିଶୁ, ହେଲା ବିସ୍ଫୋରଣ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଦୁଇ ଶିଶୁ ହେଲେ ରାଜା ଓ ଶୁଭମ । ଦୁହିଁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କୁ  ପ୍ରଥମେ  ଧରାକୋଟ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାଜାର ଅବସ୍ଥା ଗୁରୁତର ହେବାର ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଶୁଭମ ଧରକୋଟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ରାଜା ଓ […]

ଅଦ୍ୟତନ ହୋଇଛି
ମୋବାଇଲ୍ ବ୍ୟାଟେରିରେ ଖେଳୁଥିଲେ ୨ ଶିଶୁ, ହେଲା ବିସ୍ଫୋରଣ

mobile

Advertisment

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଦୁଇ ଶିଶୁ ହେଲେ ରାଜା ଓ ଶୁଭମ । ଦୁହିଁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Advertisment

ଉଭୟଙ୍କୁ  ପ୍ରଥମେ  ଧରାକୋଟ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାଜାର ଅବସ୍ଥା ଗୁରୁତର ହେବାର ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଶୁଭମ ଧରକୋଟରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଷଷ୍ଠ ଶ୍ରେଣୀରେ ପଢୁଥିବା ରାଜା ଓ ଶୁଭମ ଗତକାଲି ଟ୍ୟୁସନରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ୍ ବ୍ୟାଟେରି ପାଇଥିଲେ । ସେହି ବ୍ୟାଟେରିରେ ତାର ସଂଯୋଗ କରି ଖେଳୁଥିବାବେଳେ ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe