କାଳ ହେଲା ଜେନେରେଟର, ଅଣନିଶ୍ୱାସୀ ହୋଇ ୨ ଜଣଙ୍କ ମୃତ୍ୟୁ

କେନ୍ଦୁଝର (ପ୍ରଣୟ ପାଣି): ଜେନେରେଟର ସାଜିଲା କାଳ। ଏକ ବାହାଘର ଭୋଜିକୁ ଯାଇ ଜେନେରେଟର ଚାଲିଥିବା ରୁମ୍‌ରେ ଶୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଅନ୍ୟ ୨ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ଗାଁରେ ଘଟିଛି। ମୃତକଦ୍ୱୟ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦)।  ଗୁରୁତର  ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା […]

keo

keo

Niharika Rout
  • Published: Friday, 11 December 2020
  • Updated: 11 December 2020, 10:20 AM IST

କେନ୍ଦୁଝର (ପ୍ରଣୟ ପାଣି): ଜେନେରେଟର ସାଜିଲା କାଳ। ଏକ ବାହାଘର ଭୋଜିକୁ ଯାଇ ଜେନେରେଟର ଚାଲିଥିବା ରୁମ୍‌ରେ ଶୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଅନ୍ୟ ୨ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ଗାଁରେ ଘଟିଛି।

ମୃତକଦ୍ୱୟ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦)।  ଗୁରୁତର  ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, କାଠବାରୀ ଗାଁରେ ଗତକାଲି ରାତିରେ ଏକ ବିବାହ ଭୋଜି ଆୟୋଜିତ ହେଉଥିଲା। ମାତ୍ର ଭୋଜି ସମୟରେ ଲାଇନ୍‌ ପଳାଇବାରୁ ବାଦଲ, ଆକାଶ, ଶମ୍ଭୁନାଥ ଓ ଆକାଶୀ ଜେନେରେଟର ଲାଗିଥିବା ରୁମ୍‌ରେ ଶୋଇ ପଡ଼ିଥିଲେ। କିଛି ସମୟ ପରେ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚି ସମସ୍ତେ ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ।

ଏହାପରେ ତୁରନ୍ତ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ବାଦଲ ଓ ବାଇଧରଙ୍କୁ ମୃତ ଘୋଷଣା କରିଥିଲେ। ଜେନେରେଟର ଚାଲୁଥିବା ରୁମ୍‌ର କବାଟ, ଝରକା ବନ୍ଦ ଥିବା ଯୋଗୁ  ଧୂଆଁରେ ଅଣନିଶ୍ୱାସୀ ହୋଇ ୨ ଜଣ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗାଁରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story