Advertisment

ଢେଙ୍କାନାଳ ସହରର ଦୁଇଟି ମଦ ଦୋକାନ ସିଲ୍‌

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ସରକାର କେବଳ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ଅନୁମତି ଦେଇଥିବା ବେଳେ ବେନିୟମ ଭାବେ ମଦ ବିକ୍ରି ଅଭିଯୋଗରେ ଢେଙ୍କାନାଳ ସହରର ଦୁଇଟି ମଦ ଦୋକାନକୁ ଆଜି ସିଲ୍ କରାଯାଇଛି। ବସ୍‌ଷ୍ଟାଣ୍ଡ ଓ ମହାବୀର ବଜାରରେ ଥିବା ଏହି ଦୁଇଟି ମଦ ଦୋକାନକୁ ଟାଉନ୍‌ ଥାନା ପୁଲିସ୍‌ ସିଲ୍‌ କରିଛି। ଢେଙ୍କାନାଳ ସହରରେ  କିଛି ଅସାଧୁ ମଦ ବ୍ୟବସାୟୀ ଦୋକାନ ଆଗ ପଟେ ସଟର ପକାଇ ପଛପଟେ ମଦ ବିକ୍ରି କରୁଥିବା ନେଇ ଖବର […]

ଢେଙ୍କାନାଳ ସହରର ଦୁଇଟି ମଦ ଦୋକାନ ସିଲ୍‌

dkl

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ସରକାର କେବଳ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ଅନୁମତି ଦେଇଥିବା ବେଳେ ବେନିୟମ ଭାବେ ମଦ ବିକ୍ରି ଅଭିଯୋଗରେ ଢେଙ୍କାନାଳ ସହରର ଦୁଇଟି ମଦ ଦୋକାନକୁ ଆଜି ସିଲ୍ କରାଯାଇଛି। ବସ୍‌ଷ୍ଟାଣ୍ଡ ଓ ମହାବୀର ବଜାରରେ ଥିବା ଏହି ଦୁଇଟି ମଦ ଦୋକାନକୁ ଟାଉନ୍‌ ଥାନା ପୁଲିସ୍‌ ସିଲ୍‌ କରିଛି।

Advertisment

ଢେଙ୍କାନାଳ ସହରରେ  କିଛି ଅସାଧୁ ମଦ ବ୍ୟବସାୟୀ ଦୋକାନ ଆଗ ପଟେ ସଟର ପକାଇ ପଛପଟେ ମଦ ବିକ୍ରି କରୁଥିବା ନେଇ ଖବର ପ୍ରସାରଣ ହୋଇଥିଲା। ଏନେଇ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସହରର ବସଷ୍ଟାଣ୍ଡ ଓ ମହାବୀର ବଜାରରେ ଥିବା ଏହି ୨ ମଦ ଦୋକାନ ସିଲ୍ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe