ସହି ହେଲାନି ନିର୍ଯାତନା, ସେବାଶ୍ରମରୁ ଖସି ୧୦ କିମି ଚାଲିଲେ ୨ ନାବାଳକ

ସୋର(ଓଡ଼ିଶା ରିପୋର୍ଟର):  ସେବାଶ୍ରମ ମାଲିକ ପେଟ ପୂରା ଖାଇବାକୁ ଦେଉ  ନ ଥିଲେ। ପ୍ରବଳ ଖଟାଉଥିଲେ। ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ  । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା କରିବାକୁ ବି କହୁଥିଲେ। ନ ହେଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି  ପଳାଇ ଆସିଲୁ।  ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ କହିଛନ୍ତି ତାଙ୍କ ସହ ବିତିଥିବା ନିର୍ଯାତନାର କାହାଣୀ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା […]

minor boy

minor boy

Niharika Rout
  • Published: Wednesday, 14 July 2021
  • Updated: 14 July 2021, 01:18 PM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର):  ସେବାଶ୍ରମ ମାଲିକ ପେଟ ପୂରା ଖାଇବାକୁ ଦେଉ  ନ ଥିଲେ। ପ୍ରବଳ ଖଟାଉଥିଲେ। ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ  । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା କରିବାକୁ ବି କହୁଥିଲେ। ନ ହେଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି  ପଳାଇ ଆସିଲୁ।  ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ କହିଛନ୍ତି ତାଙ୍କ ସହ ବିତିଥିବା ନିର୍ଯାତନାର କାହାଣୀ।

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରୁ ଗତ ରାତିରେ ୨ ନାବାଳକକୁ ଉଦ୍ଧାର କରାଯାଇଛି l ନାବାଳକ ଦୁଇଜଣ ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ରହୁଥିଲେ l ସେଠାରେ ସେବାଶ୍ରମ ମୁଖିଆ ନାବାଳକ ଦୁଇ ଜଣଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେବା ସହିତ ବିଭିନ୍ନ କାମ କରାଉଥିଲେ l ତେଣୁ ନାବାଳକ ଦୁଇଜଣ ସେହି ଭୟରେ ସେଠାରୁ ଲୁଚି ପଳାଇ  ଆସିଥିବା କହିଛନ୍ତି l

ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ପ୍ରାୟ ୨୫ ପିଲା ରୁହନ୍ତି । ହେଲେ ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଏହି ୨ ନାବାଳକ ସେଠାରୁ ଖସି ଆସିଥିଲେ। ସେମାନେପ୍ରାୟ ୧୦ କିମି ଚାଲି ଚାଲି  ଗୋପାଳପୁର ବଜାରରେ ପହଞ୍ଚିଥିଲେ ।

ଗୋପାଳପୁର ବଜାରରେ ଥିବା ବଜାର କମିଟି ଓ ଗୋପାଳପୁର ଫାଣ୍ଡିର କର୍ମଚାରୀ ସେମାନଙ୍କୁ ଅଟକାଇ ପଚାରିବାରୁ ସବୁକଥା କହିଥିଲେ l ଏହି ଦୁଇ ନାବାଳକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି।  ତେବେ ସ୍ଥାନୀୟଲୋକେ ଏହି ବାବଦରେ ଚାଇଲଡଲାଇନକୁ ମଧ୍ୟ ଖବର ଦେଇଛନ୍ତି l

ନାବାଳକଦ୍ୱୟ ସେବାଶ୍ରମରୁ  ଖସି ପଳାଇ ଆସିଥିବା ବେଳେ ସେମାନଙ୍କୁ  ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋର ଫାଣ୍ଠି ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story