ଆଉ ୨ ଅଧିକାରୀଙ୍କୁ ଓଡ଼ିଶା ଲୋକସେବା ଆୟୋଗରେ ଥଇଥାନ

ରାଜ୍ୟ ସରକାର ଆଉ ୨ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ରେ ଥଇଥାନ କରିଛନ୍ତି ।

Odisha Public Service Commission PhotoOR

ଓପିଏସ୍‌ସି ଅଫିସ୍

Ordigital Desk
  • Published: Monday, 26 June 2023
  • Updated: 26 June 2023, 08:54 PM IST

ରାଜ୍ୟ ସରକାର ଆଉ ୨ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ରେ ଥଇଥାନ କରିଛନ୍ତି । ଏହାସହିତ ଓପିଏସସି ଅଧ୍ୟକ୍ଷଙ୍କୁ ମିଶାଇ ସଦସ୍ୟ ସଂଖ୍ୟା ମୋଟ ୬ରେ ପହଂଚିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ଚିଫ୍ ଇଞ୍ଜିନିୟର(ବିଲଡିଂ) ଗୌରାଙ୍ଗ ଚରଣ ସାହୁ ଓ ଓଡ଼ିଶା ବେସିକ୍ ସାଇନ୍ସ କଲେଜ(ଓୟୁଏଟି)ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି । ଏହି ଦୁଇ ଅଧିକାରୀ ନୂଆ ଦାୟିତ୍ୱ ଗ୍ରହଣ କରିବାର ୬ବର୍ଷ ପର୍ଯ୍ୟନ୍ତ ଅବା ୬୨ବର୍ଷ ବୟସ ହେବା ପର୍ଯ୍ୟନ୍ତ ଉକ୍ତ ପଦବୀରେ କାର୍ଯ୍ୟ କରିପାରିବେ ।

Also Read

ସୂଚନାଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗରେ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତିଙ୍କ ସମେତ ଓଡ଼ିଶା ସରକାରରେ ଚାକିରିରୁ ଅବସର ନେଇଥିବା ସନତ କୁମାର ମହାନ୍ତି ଓ ଶ୍ୟାମାଭକ୍ତ ମିଶ୍ରଙ୍କୁ ମଧ୍ୟ ଥଇଥାନ କରାଯାଇଥିଲା । ଏମାନଙ୍କ ବ୍ୟତୀତ ଶିକ୍ଷାବିତ୍ ସରିତା ସୁପକାର ମଧ୍ୟ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story