Advertisment

ପୁଲିସ୍‌ ସହ ଗୁଳି ବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନାର ଚେରଲାମଣ୍ଡଳରେ ପୁଲିସ୍‌ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ଜଣ ନକ୍ସଲ ନିହତ ହୋଇଛନ୍ତି।  ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ, ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା  ଅଞ୍ଚଳରେ ନକ୍ସଲ ଏକାଠି ହୋଇଥିବା  ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ଗତକାଲି ରାତିରେ ସେହି ଜାଗାରେ ଚଢଉ କରିଥିଲା। ପୁଲିସ ଓ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ପୁଲିସ୍‌ ସହ ଗୁଳି ବିନିମୟ, ଦୁଇ ନକ୍ସଲ ନିହତ

mao-1

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନାର ଚେରଲାମଣ୍ଡଳରେ ପୁଲିସ୍‌ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ଜଣ ନକ୍ସଲ ନିହତ ହୋଇଛନ୍ତି।  ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଛି ପୁଲିସ।

Advertisment

ମିଳିଥିବା ସୂଚନା ଅନୁସାରେ, ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା  ଅଞ୍ଚଳରେ ନକ୍ସଲ ଏକାଠି ହୋଇଥିବା  ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ଗତକାଲି ରାତିରେ ସେହି ଜାଗାରେ ଚଢଉ କରିଥିଲା। ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଗୁଳି ବିନିମୟ ହୋଇଥିଲା । ରାତି ହୋଇଥିବାରୁ ଅନେକ ନକ୍ସଲ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଥିଲେ।

Naxal