Advertisment

ନକ୍ସଲ ଗୁଳିରେ ୨ ପୁଲିସ୍ କର୍ମଚାରୀ ସହିଦ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍‌ ଜିଲ୍ଲାର କରେଇକେଲା ଥାନା ଅନ୍ତର୍ଗତ ଜୋନୂଆ ଗାଁ ନିକଟରେ ନକ୍ସଲ ଆକ୍ରମଣରେ ୨ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୋଡାହାଟ SDPOଙ୍କ ବଡିଗାର୍ଡ ଥିବା ବେଳେ ଆଉ ଜଣେ କରେଇକେଲା ଥାନାରେ SPO ଭାବେ କାର୍ଯ୍ୟରତ ଥିଲେ। ଗତକାଲି ଏକ ପୁଲିସ୍‌ ଟିମ୍‌ ଜୋ ନୂଆ ଗାଁ ଦେଇ ସର୍ଚ୍ଚ ଅପରେସନରେ ଯାଉଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲମାନେ […]

ନକ୍ସଲ ଗୁଳିରେ ୨ ପୁଲିସ୍ କର୍ମଚାରୀ ସହିଦ

naxal

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍‌ ଜିଲ୍ଲାର କରେଇକେଲା ଥାନା ଅନ୍ତର୍ଗତ ଜୋନୂଆ ଗାଁ ନିକଟରେ ନକ୍ସଲ ଆକ୍ରମଣରେ ୨ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୋଡାହାଟ SDPOଙ୍କ ବଡିଗାର୍ଡ ଥିବା ବେଳେ ଆଉ ଜଣେ କରେଇକେଲା ଥାନାରେ SPO ଭାବେ କାର୍ଯ୍ୟରତ ଥିଲେ।

Advertisment

ଗତକାଲି ଏକ ପୁଲିସ୍‌ ଟିମ୍‌ ଜୋ ନୂଆ ଗାଁ ଦେଇ ସର୍ଚ୍ଚ ଅପରେସନରେ ଯାଉଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲମାନେ ପୁଲିସ୍‌ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଚକ୍ରଧରପୁର ରେଞ୍ଜର ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe