ମୁଁ ଅସହାୟ ସରପଞ୍ଚ | Odisha Reporter
କୁହାଯାଏ ଆଜିର ଦୁନିଆରେ ଆଦର୍ଶର ମୂଲ୍ୟ ଶୂନ। ଟଙ୍କା ଖର୍ଚ୍ଚ ନକଲେ ନିର୍ବାଚନ ଜିତି ହେବନି। ହେଲେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ଦୁଇ ଥର ହୋଇଛନ୍ତି ସରପଞ୍ଚ। ସେ ନିହାତି ଗରିବ। ସମ୍ପତ୍ତି କହିଲେ ଗୋଟିଏ ଭଙ୍ଗା ଚାଳ ଘର। ଦୁଇ ହଳ ପ୍ୟାଣ୍ଟ ସାଟ୍, ଦୁଇଟି ଲୁଙ୍ଗି, ଗୋଟିଏ ଗାମୁଛା, ଗୋଟିଏ ଫ୍ୟାନ୍ ଓ ଗୋଟିଏ ପୁରୁଣା ସାଇକେଲ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ କେରଜୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ପ୍ରଧାନଙ୍କ ଏହି ସଫଳତା ଓ ଏହା ଭିତରେ ଲୁଚିଥିବା ଦୁଃଖଦ ଚିତ୍ରକୁ ଯେକେହି ଦେଖିବ ତାଜୁବ୍ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
