Advertisment

‘ଅଗଷ୍ଟରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ। ୧୨ ହଜାର ବଦଳରେ ଦୈନକ ୨୦ ହଜାର ଟେଷ୍ଟ କରାଯିବ।  ୮ ହଜାର RT-PCR ଓ ବାକି ଆଣ୍ଟିଜେନ ଏବଂ ଟ୍ରୁନେଟ୍ ଟେଷ୍ଟ ହେବ। କରୋନା ସମୀକ୍ଷା ବୈଠକ ପରେ ILS ନିର୍ଦ୍ଦେଶକ ଅଜୟ ପରିଡା ଏଭଳି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, “ବର୍ତ୍ତମାନ ପ୍ରତି ଜିଲ୍ଲାରେ ୩ ହଜାରରୁ ଅଧିକ ଆଣ୍ଟିଜେନ୍ କିଟ୍ସ ରହିଛି। ଦରକାର ପଡ଼ିଲେ ଅଧିକ […]

ଅଦ୍ୟତନ ହୋଇଛି
‘ଅଗଷ୍ଟରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ’

ILS

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ। ୧୨ ହଜାର ବଦଳରେ ଦୈନକ ୨୦ ହଜାର ଟେଷ୍ଟ କରାଯିବ।  ୮ ହଜାର RT-PCR ଓ ବାକି ଆଣ୍ଟିଜେନ ଏବଂ ଟ୍ରୁନେଟ୍ ଟେଷ୍ଟ ହେବ। କରୋନା ସମୀକ୍ଷା ବୈଠକ ପରେ ILS ନିର୍ଦ୍ଦେଶକ ଅଜୟ ପରିଡା ଏଭଳି ସୂଚନା ଦେଇଛନ୍ତି ।

Advertisment

ସେ ଆହୁରି କହିଛନ୍ତି, “ବର୍ତ୍ତମାନ ପ୍ରତି ଜିଲ୍ଲାରେ ୩ ହଜାରରୁ ଅଧିକ ଆଣ୍ଟିଜେନ୍ କିଟ୍ସ ରହିଛି। ଦରକାର ପଡ଼ିଲେ ଅଧିକ ଯୋଗାଇ ଦିଆଯିବ। ଏଥିସହ ଦିନକୁ ଦିନ ରାଜ୍ୟର କିଛି ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସୁଛି। କିଛି କିଛି ଜିଲ୍ଲାରେ ଅଳ୍ପ ସଂଖ୍ୟକ ଆକ୍ରାନ୍ତ ବଢ଼ୁଛନ୍ତି। ତେଣୁ ସ୍ଥିତି ସ୍ଥିର କୁହାଯାଇ ପାରିବ। ଯେ ପର୍ଯ୍ୟନ୍ତ ପୂରା କମିନି ସେତେ ପର୍ଯ୍ୟନ୍ତ ସ୍ଥିତି ଆୟତ୍ତ କୁହାଯାଇ ପାରିବ ନାହିଁ।  ତା’ସହ ପ୍ଲାଜମା ଥେରାପି ସଫଳ ହେଉଛି। କିନ୍ତୁ ପ୍ଲାଜମା ସଂଗ୍ରହରେ ସମସ୍ୟା ସୃଷ୍ଟି ହେଉଛି।”

ILS ନିର୍ଦ୍ଦେଶକ
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe