କରୋନା ନେଇଛି ୨୨୪ ସରକାରୀ କର୍ମଚାରୀଙ୍କ ଜୀବନ, ୪୭ଜଣଙ୍କୁ ମିଳିନି ସହାୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ କାର୍ଯ୍ୟ କରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ଦେବାରେ ସରକାର ସକ୍ଷମ ହୋଇପାରିନାହାନ୍ତି । ଏପରିକି କରୋନା ସମୟରେ ପ୍ରାଣ ହରାଇଥିବା ୨୨୪ଜଣ ସରକାରୀ କର୍ମଚାରୀ(କୋଭିଡ୍ ଯୋଦ୍ଧା)ଙ୍କୁ ସରକାର ନିଜେ ଚିହ୍ନଟ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଏବେବି ୪୭ଜଣ ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇନଥିବା ଜଣାପଡ଼ିଛି । […]

Covid-19

Covid-19

Ordigital Desk
  • Published: Monday, 28 November 2022
  • Updated: 28 November 2022, 10:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ କାର୍ଯ୍ୟ କରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ଦେବାରେ ସରକାର ସକ୍ଷମ ହୋଇପାରିନାହାନ୍ତି । ଏପରିକି କରୋନା ସମୟରେ ପ୍ରାଣ ହରାଇଥିବା ୨୨୪ଜଣ ସରକାରୀ କର୍ମଚାରୀ(କୋଭିଡ୍ ଯୋଦ୍ଧା)ଙ୍କୁ ସରକାର ନିଜେ ଚିହ୍ନଟ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଏବେବି ୪୭ଜଣ ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇନଥିବା ଜଣାପଡ଼ିଛି । କରୋନା ପରିସ୍ଥିତି ସୁଧୁରିବାର ପ୍ରାୟ ଏକବର୍ଷ ପରେ ପ୍ରାଣ ହରାଇଥିବା ଏହି କୋଭିଡ୍ ଯୋଦ୍ଧାମାନଙ୍କ ପରିବାରକୁ ସରକାରୀ ସହାୟତା ନମିଳିବା ଓ ସେମାନଙ୍କ ଆବେଦନକୁ ବିଚାରଧୀନ କହି ପକାଇ ରଖିବା ରାଜ୍ୟ ସରକାରଙ୍କ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆଜି ବିଧାନସଭାରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ୧୭ଟି ବିଭାଗରେ କାର୍ଯ୍ୟରତ ମୋଟ ୨୨୪ଜଣ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି କୋଭିଡ୍ ଯୋଦ୍ଧାମାନଙ୍କୁ ସରକାର ଚିହ୍ନଟ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୭୭ଜଣଙ୍କ ଜ୍ଞାତିକୁଟୁମ୍ବଙ୍କୁ ପ୍ରତିଶ୍ରୁତି ମୁତାବକ କୋଭିଡ୍ ସହାୟତା ବାବଦରେ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାକି ୪୭ଜଣଙ୍କ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି।

କରୋନାରେ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ସର୍ବାଧିକ ଗୃହ ବିଭାଗରେ ୭୬ଜଣ, ସ୍ୱାସ୍ଥ୍ୟ ବିଭାଗରେ ୬୦ଜଣ, ପଂଚାୟତିରାଜ ବିଭାଗରେ ୨୫ଜଣ, ମହିଳା ଓ ଶିଶୁବିକାଶ ବିଭାଗରେ ୧୯ଜଣ, ନଗର ଉନ୍ନୟନ ବିଭାଗରେ ୧୬ଜଣ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୯ଜଣ ଏଭଳି ମୋଟ ୨୨୪ଜଣ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। କରୋନା ମୁକାବିଲା ସମୟରେ ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ଶିକ୍ଷକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧା ଭାବେ ରାଜ୍ୟ ସରକାର ଘୋଷଣା କରି ସେମାନଙ୍କ ମୃତ୍ୟୁ ହେଲେ ୫୦ଲକ୍ଷ ଟଙ୍କାର ସହାୟତା ଦେବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଇତିମଧ୍ୟରେ କରୋନା କବଳରୁ ରାଜ୍ୟ ମୁକୁଳି ସାରିଥିଲେ ମଧ୍ୟ ଗୃହ ବିଭାଗର ୬ଜଣ, ସ୍ୱାସ୍ଥ୍ୟ ବିଭାଗର ୧୪ଜଣ, ମହିଳା ଓ ଶିଶୁବିକାଶ ବିଭାଗର ୧୦ଜଣ, ପଂଚାୟତିରାଜ ବିଭାଗର ୬ଜଣ ଏଭଳି ମୋଟ ୪୭ଜଣଙ୍କ ମୃତ ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କ କୋଭିଡ୍ ସହାୟତା ନିମନ୍ତେ ଆବେଦନକୁ ସରକାର ପକାଇ ରଖିଥିବା ମନ୍ତ୍ରୀ ଶ୍ରୀ ଦାସଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି।

କୋଭିଡ୍ ଯୋଦ୍ଧା ସରକାରୀ କର୍ମଚାରୀଙ୍କୁ ସହାୟତା ପ୍ରଦାନରେ ଟାଳଟୂଳ ନୀତି ଅବଲମ୍ବନ କରିଥିବା ରାଜ୍ୟ ସରକାର କୋଭିଡରେ ମୃତ ସାଧାରଣ ଲୋକ ଓ ଅନ୍ୟମାନଙ୍କୁ କିଭଳି ସହାୟତା ଦେଇଥିବେ ତାହା ସହଜରେ ଅନୁମେୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story