ପୁଣି ଉପରମୁହାଁ କରୋନା ଗ୍ରାଫ, ମୃତ୍ୟୁ ସଂଖ୍ୟା ଶୂନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତିନି ଦିନ ପରେ କରୋନା ଗ୍ରାଫ ଆଜି ପୁଣି ଉପର ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଶୂନ ରହିଛି। ଦୀର୍ଘ ୬ ମାସ ପରେ ଆସିଛି ଏହିପରି ଖୁସିଖବର । ଅନ୍ୟପକ୍ଷରେ ତିନି ଦିନ ଧରି ୨ଶହ ତଳେ ଥିବା କରୋନା ସଂକ୍ରମତିଙ୍କ ଆଜି ୨ଶହ ଉପରକୁ ଉଠିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ […]

COVID-19-shut

COVID-19-shut

Madhupriya Mistry
  • Published: Wednesday, 06 January 2021
  • Updated: 06 January 2021, 11:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତିନି ଦିନ ପରେ କରୋନା ଗ୍ରାଫ ଆଜି ପୁଣି ଉପର ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଶୂନ ରହିଛି। ଦୀର୍ଘ ୬ ମାସ ପରେ ଆସିଛି ଏହିପରି ଖୁସିଖବର ।

ଅନ୍ୟପକ୍ଷରେ ତିନି ଦିନ ଧରି ୨ଶହ ତଳେ ଥିବା କରୋନା ସଂକ୍ରମତିଙ୍କ ଆଜି ୨ଶହ ଉପରକୁ ଉଠିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୩୩ ଜଣ ଥିବାବେଳେ ୯୮ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୦,୯୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ କରୋନା ଆକ୍ରାନ୍ତ ଅଛନ୍ତି । ଜିଲ୍ଲାରୁ ୩୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୧, ବାଲେଶ୍ୱରରୁ୮, ବରଗଡରୁ ୨୫, ଭଦ୍ରକରୁ ୫, କଟକ ଓ ବଲାଙ୍ଗିରରୁ ୧୧ଜଣ ଲେଖାଏଁ, ବୌଦ୍ଧରୁ ଜଣେ, ଦେବଗଡ ଓ ଢ଼େଙ୍କାନାଳରୁ ୨ଜଣ ଲେଖାଏଁ, ଗତପତିରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ୨, ଯାଜପୁରରୁ ୧୨, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ୯, ଖୋର୍ଦ୍ଧାରୁ ୧୧, କୋରାପୁଟରୁ ୩, ମୟୂରଭଞ୍ଜରରୁ ୮, ନବରଙ୍ଗପୁର ଓ ନୟାଗଡରୁ ୨ଜଣ ଲେଖାଏଁ, ନୂଆପଡା ଓ ରାୟଗଡାରୁ ଜଣେ ଲେଖାଏଁ, ପୁରୀରୁ ୧୦, ସମ୍ବଲପୁରରୁ ୧୪, ସୋନପୁରରୁ ୨ ଓ ଷ୍ଟେଟ୍ ପୁଲରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

୨୩୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୨୧ରେ ପହଞ୍ଚିଛି। ଏଥିମଧ୍ୟରୁ ୨୨୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୬୭୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୮୭ରେ ପହଞ୍ଚି ଯାଇଛି।

ସୂଚନାଯୋଗ୍ୟ, ଗତ ୩ ଦିନ ଧରି ରାଜ୍ୟରେ ଯଥାକ୍ରମେ ୧୮୩ ,୧୯୨ ଓ ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story