Advertisment

୨୪ ବର୍ଷରେ ୨୪ ବିବାଦୀୟ ଚେହେରା

ନୂଆ ସକାଳ ଓ ନୂଆ ସଂକଳ୍ପ ସହ ୨୪ ବର୍ଷରେ ପାଦ ଥାପିଛି ବିଜେଡି ସରକାର। କିନ୍ତୁ ଏହି ୨୪ ବର୍ଷରେ ସରକାର ବିକାଶର ଯେତେ ଡିଣ୍ଡିମ ପିଟିଲେ ବି ଦଳର ବିବାଦୀୟ ଚେହେରା ଜଳ ଜଳ ହୋଇ ସାମାନକୁ ଆସିଛି। ଯାହାକୁ ନେଇ ବିରୋଧୀ ସରକାରଙ୍କୁ କାଠଗଡାକୁ ଟାଣିଥିବା ବେଳେ ସରକାରୀ ଦଳର ବିଧାୟକଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ୨୪ ବର୍ଷ ସରକାରରେ ୨୪ରୁ ଅଧିକ ବିବାଦୀୟ ବିଜେଡି ବିଧାୟକଙ୍କୁ ନେଇ ଛନ୍ଦି ହୋଇ ପଡିଛନ୍ତି ରାଜ୍ୟ ସରକାର।

author-image
Debendra Prusty

Odisha BjD Bjd Mla