କୁଶଭଦ୍ରା ନଦୀରେ ୨୫ ଫୁଟ୍‌ର ଘାଇ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାର କୋଣାର୍କ, ନିମାପଡ଼ା ଓ ଗୋପ ବ୍ଲକରେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଗୋପ ବ୍ଲକର ଗଣେଶ୍ୱର ପଞ୍ଚାୟତ ଖଣ୍ଡିଆକୁଦରେ କୁଶଭଦ୍ରା ନଦୀରେ ୨୫ ଫୁଟ୍ ଲମ୍ବର ଘାଇ ସୃଷ୍ଟି ହୋଇଛି। ଫଳରେ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା ଓ ଡଭାର ପଞ୍ଚାୟତର ଶତାଧିକ ଗାଁ ଜଳମଗ୍ନ ହୋଇଛି।      ଗାଁରେ ବନ୍ୟା ପାଣି ପଶିଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିପରି ନିମାପଡ଼ାରେ ଧନୁଆ ନଦୀ କୂଳ ଲଙ୍ଘିଛି। ନଦୀ […]

Kushabhadra

Kushabhadra

Tapaswini Nayak
  • Published: Wednesday, 17 August 2022
  • Updated: 17 August 2022, 09:12 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାର କୋଣାର୍କ, ନିମାପଡ଼ା ଓ ଗୋପ ବ୍ଲକରେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଗୋପ ବ୍ଲକର ଗଣେଶ୍ୱର ପଞ୍ଚାୟତ ଖଣ୍ଡିଆକୁଦରେ କୁଶଭଦ୍ରା ନଦୀରେ ୨୫ ଫୁଟ୍ ଲମ୍ବର ଘାଇ ସୃଷ୍ଟି ହୋଇଛି। ଫଳରେ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା ଓ ଡଭାର ପଞ୍ଚାୟତର ଶତାଧିକ ଗାଁ ଜଳମଗ୍ନ ହୋଇଛି।      ଗାଁରେ ବନ୍ୟା ପାଣି ପଶିଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସେହିପରି ନିମାପଡ଼ାରେ ଧନୁଆ ନଦୀ କୂଳ ଲଙ୍ଘିଛି। ନଦୀ କୂଳ ଲଙ୍ଘିବାରୁ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଗରପଦାଠାରେ ୨ ଫୁଟର ପାଣି ଚାଲିଛି। ଫଳରେ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ସେହିପରି ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆଛକରେ ବନ୍ୟା ପାଣି ଚାଲୁଥିବାରୁ ଗମନାଗମନ ବନ୍ଦ ହୋଇଯାଇଛି।  ଧନୁଆ ଛକ ରାସ୍ତା ଉପରେ  ମଧ୍ୟ ୩ ଫୁଟ୍ ପାଣି ପାଇଁ ପ୍ରବାହିତ ହୋଇଛି।

ଧନୁଆ ନଦୀ କୂଳ ଲଙ୍ଘିଥିବାରୁ ନିମାପଡ଼ା ଓ ଗୋପ ବ୍ଲକର ୧୮ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ନିମାପଡା ବ୍ଲକ ବଡ଼ମାଛପୁର ପଞ୍ଚାୟତର ଦକ୍ଷିଣ ମହଲା ସମେତ ୭ଟି ବସ୍ତି ଜଳମଗ୍ନ ହୋଇଛି। ସେହିପରି ହଜାର ହଜାର ହେକ୍ଟର  ହେର ଚାଷଜମି ପାଣିରେ ବୁଡ଼ି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story