ଦ୍ୱିତୀୟ ଦିନରେ ବାନା ବାବା ଆଶ୍ରମ ଉଚ୍ଛେଦ

କୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରେ ଆଜି ପୁଣି ଜବରଦଖଲ ଉଚ୍ଛେଦ ଚାଲିଛି। ପ୍ରଶାସନ ପକ୍ଷରୁ  ଆଶ୍ରମର ମୁଖ୍ୟ  ଅଟ୍ଟାଳିକା ସମେତ ଅନ୍ୟାନ୍ୟ ନିର୍ମାଣ ସ୍ଥଳ ଉଚ୍ଛେଦ କରାଯାଉଛି। ଶାନ୍ତିଶୃଙ୍ଖଳା ପାଇଁ ସେଠାରେ ୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୮୦ ଜଣ ବନ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଜଣେ ଆଡିସିନାଲ୍ ଡିଏସପି ଏବଂ ୨ ଜଣ ଆଇଆଇସି ମଧ୍ୟ ଉଚ୍ଛେଦ କାମର ଅନୁଧ୍ୟାନ କରୁଛନ୍ତି।

ଗତକାଲି ଜବରଦଖଲ ଉଚ୍ଛେଦବେଳେ ବାବାଙ୍କ ସମର୍ଥକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବାନା ବାବାଙ୍କ ୨୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମାପଡ଼ା ଜେଏମ୍‌ଏଫ୍‌ସି ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଜାମିନ ନାମଞ୍ଜୁର କରିବା ପରେ ସେମାନଙ୍କୁ ନିମାପଡ଼ା ସବ୍‌ଜେଲକୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’

ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ନକ୍ସଲଙ୍କୁ ଅପିଲ୍‌ କଲେ ଡିଜି ଅଭୟ

ବୀରମିତ୍ରପୁର ପୌରାଞ୍ଚଳର ୧୧ଟି ୱାର୍ଡ ଶଟ୍‌ଡାଉନ୍‌

ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ସମାଲୋଚନା କରି ବନ୍ଧାହେଲେ ଯୁବକ

ଜଣେ ଦାନ୍ତ ଡାକ୍ତରଙ୍କ ସମେତ ଭୁବନେଶ୍ୱରରେ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଟିକସ ଛାଡ଼ ପାଇଁ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଅପିଲ୍‌

ଝିଅକୁ ପ୍ରେମ କରି ବାପା ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ମନା

ବ୍ଲକ ଶିକ୍ଷା ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷେ ଟଙ୍କା

ଦାଦା-ଝିଆରି ପ୍ରେମର କରୁଣ ପରିଣତି

କଟକ ସହରରୁ ୧୬ ପଜିଟିଭ ଚିହ୍ନଟ