ଦ୍ୱିତୀୟ ଦିନରେ ବାନା ବାବା ଆଶ୍ରମ ଉଚ୍ଛେଦ

କୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରେ ଆଜି ପୁଣି ଜବରଦଖଲ ଉଚ୍ଛେଦ ଚାଲିଛି। ପ୍ରଶାସନ ପକ୍ଷରୁ  ଆଶ୍ରମର ମୁଖ୍ୟ  ଅଟ୍ଟାଳିକା ସମେତ ଅନ୍ୟାନ୍ୟ ନିର୍ମାଣ ସ୍ଥଳ ଉଚ୍ଛେଦ କରାଯାଉଛି। ଶାନ୍ତିଶୃଙ୍ଖଳା ପାଇଁ ସେଠାରେ ୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୮୦ ଜଣ ବନ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଜଣେ ଆଡିସିନାଲ୍ ଡିଏସପି ଏବଂ ୨ ଜଣ ଆଇଆଇସି ମଧ୍ୟ ଉଚ୍ଛେଦ କାମର ଅନୁଧ୍ୟାନ କରୁଛନ୍ତି। ଗତକାଲି ଜବରଦଖଲ ଉଚ୍ଛେଦବେଳେ ବାବାଙ୍କ […]

bana-baba

bana-baba

Rakesh Mallick
  • Published: Saturday, 04 June 2016
  • Updated: 04 June 2016, 02:37 PM IST

Sports

Latest News

କୋଣାର୍କ: କୋଣାର୍କ ଦର୍ଶନୀବନ୍ତରେ ଥିବା ବାନା ବାବାଙ୍କ ଆଶ୍ରମରେ ଆଜି ପୁଣି ଜବରଦଖଲ ଉଚ୍ଛେଦ ଚାଲିଛି। ପ୍ରଶାସନ ପକ୍ଷରୁ  ଆଶ୍ରମର ମୁଖ୍ୟ  ଅଟ୍ଟାଳିକା ସମେତ ଅନ୍ୟାନ୍ୟ ନିର୍ମାଣ ସ୍ଥଳ ଉଚ୍ଛେଦ କରାଯାଉଛି। ଶାନ୍ତିଶୃଙ୍ଖଳା ପାଇଁ ସେଠାରେ ୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୮୦ ଜଣ ବନ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଜଣେ ଆଡିସିନାଲ୍ ଡିଏସପି ଏବଂ ୨ ଜଣ ଆଇଆଇସି ମଧ୍ୟ ଉଚ୍ଛେଦ କାମର ଅନୁଧ୍ୟାନ କରୁଛନ୍ତି।

ଗତକାଲି ଜବରଦଖଲ ଉଚ୍ଛେଦବେଳେ ବାବାଙ୍କ ସମର୍ଥକ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବାନା ବାବାଙ୍କ ୨୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମାପଡ଼ା ଜେଏମ୍‌ଏଫ୍‌ସି ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଜାମିନ ନାମଞ୍ଜୁର କରିବା ପରେ ସେମାନଙ୍କୁ ନିମାପଡ଼ା ସବ୍‌ଜେଲକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story