ରାଉରକେଲା(ଓଡ଼ିଶା ରିପୋର୍ଟର): ପିସ୍ତଲ ମୁନରେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ କରିଥିବା ୩ ଜଣ ପେସାଦାର ଅପରାଧୀଙ୍କୁ ପ୍ଲାଣ୍ଟସାଇଟ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଅରମାନ କୁରେଶୀ, ବିବେକ ଗୁପ୍ତା ଏବଂ ମହମ୍ମଦ ଫାୟୁମ । ସେମାନଙ୍କ ନିକଟରୁ ନଗଦ ୧୧, ୫୨୦ ଟଙ୍କା, ପିସ୍ତଲ, ଗୁଳି ଏବଂ ଡକାୟତିରେ ବ୍ୟବହୃତ ସ୍କୁଟି ଜବତ ହୋଇଛି।
ସୂଚନାନୁସାରେ, ୧୩ ଅକ୍ଟୋବର ରାତିରେ ଇକବାଲ ଖାନ ନାମକ ବ୍ୟବସାୟୀ ଆମ୍ବଗାନରୁ ଟଙ୍କା କଲେକ୍ସନ କରି ଫେରୁଥିଲେ। ଏହି ସମୟରେ ଅରମାନ କୁରେଶୀ ନାମକ ଜଣେ ପେଷାଦାର ଅପରାଧୀଙ୍କ ସହ ବିବେକ ଗୁପ୍ତା ଏବଂ ମହମ୍ମଦ ଫାୟୁମ ନୂଆ ବସଷ୍ଟାଣ୍ଡ ନିକଟରେ ଇକବାଲଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏହାପରେ ତାଙ୍କ ନିକଟରେ ଥିବା ୨୯ ହଜାର ଟଙ୍କା ଲୁଟି ନେଇଥିଲେ । ପ୍ଲାଣ୍ଟସାଇଟ ପୁଲିସ୍ ତଦନ୍ତ କରି ଏହି ୩ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଫାଇନାନ୍ସ ଅଫିସ୍ରେ ପଶିଲେ ଦୁର୍ବୃତ୍ତ; ୩୦ କେଜି ସୁନା ସାଙ୍ଗକୁ ଲୁଟିନେଲେ ୩ ଲକ୍ଷ
ଦିବାଲୋକରେ ଅଫିସରେ ପଶିଲେ । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ପିଟିଲେ। ଏହାପରେ ପ୍ରାୟ ୩୦ କେଜି ସୁନା ସାଙ୍ଗକୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ।
Crime
ରାତି ଅଧରେ ଭାଇଭଉଣୀଙ୍କୁ ଗୁଳିମାଡ଼, ଅବସ୍ଥା ଗୁରୁତର
ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
Politics
ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ହରି ବାବୁ କମ୍ଭମ୍ପତି
ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍ରେ ହରି ବାବୁ କମ୍ଭମ୍ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ ।
Miscellaneous
ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ, ଚାରି ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ
ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇଦିଆଯାଇଛି।
Crime
ପୁଣି ପନ୍ନୁ ପଠାଇଲା ଧମକପୂର୍ଣ୍ଣ ମେଲ୍; ଦେଲା ଚେତାବନୀ
ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି। ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ ।