Advertisment

ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି

ଆଠଗଡ଼(ନିଳକଣ୍ଠ ଦୋରା): ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡ଼ି ମାରୁଛି।  ଫଳରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାତାୟତ ନିମନ୍ତେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।  ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ  ରାସ୍ତା ଦୃଶ୍ୟମାନ ହେଉନି। ଫଳରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡିଛି । ସେହିପରି ଆଠଗଡ […]

ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି

day-1

Advertisment

ଆଠଗଡ଼(ନିଳକଣ୍ଠ ଦୋରା): ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡ଼ି ମାରୁଛି।  ଫଳରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Advertisment

publive-image

ଯାତାୟତ ନିମନ୍ତେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।  ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ  ରାସ୍ତା ଦୃଶ୍ୟମାନ ହେଉନି। ଫଳରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡିଛି ।

publive-image

ସେହିପରି ଆଠଗଡ ବଜାରର କିଛି ଅଞ୍ଚଳରେ ଡ୍ରେନରେ ଠିକ୍ ଭାବେ ପାଣି ନିଷ୍କାସନ ହୋଇପାରି ନାର୍ହି। ଫଳରେ ରାସ୍ତାରେ ପାଣି ଲହଡି ମାରିବା ସହ କିଛି ଦୋକାନରେ ଡ୍ରେନ ପାଣି ପଶିଯାଇଛି ।

Advertisment
Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe