Advertisment

ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା । ବଲାଙ୍ଗିର ସହର ଉପକଣ୍ଠ ଲଖପାଲି ନିକଟରେ ଥିବା କମଳ ଚୌଧୁରୀଙ୍କ ବିସ୍କୁଟ ହୋଲସେଲ ଦୋକାନରୁ ଗନ୍ ପଏଣ୍ଟରେ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗତ ରାତି ପ୍ରାୟ ୮ଟା ପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ  ମୁଖା ପିନ୍ଧା ଯୁବକ ବାଇକ୍‌ରେ ଦୋକାନ ନିକଟକୁ ଆସିଥିଲେ ।  ୪ ଜଣ  ଭିତରେ ପଶିଥିବା ବେଳେ ଅନ୍ୟମାନେ ବାହାରେ […]

ବନ୍ଧୁକ ଦେଖାଇଲେ କର୍ମଚାରୀ, ଦୌଡ଼ି ପଳାଇଲେ ମହାପ୍ରବନ୍ଧକ

gun-3

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା । ବଲାଙ୍ଗିର ସହର ଉପକଣ୍ଠ ଲଖପାଲି ନିକଟରେ ଥିବା କମଳ ଚୌଧୁରୀଙ୍କ ବିସ୍କୁଟ ହୋଲସେଲ ଦୋକାନରୁ ଗନ୍ ପଏଣ୍ଟରେ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

Advertisment

ଗତ ରାତି ପ୍ରାୟ ୮ଟା ପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ  ମୁଖା ପିନ୍ଧା ଯୁବକ ବାଇକ୍‌ରେ ଦୋକାନ ନିକଟକୁ ଆସିଥିଲେ ।  ୪ ଜଣ  ଭିତରେ ପଶିଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ। ସେମାନେ ମାରଣାସ୍ତ୍ର ଏବଂ ପିସ୍ତଲ ଦେଖାଇ ମାଲିକ ଓ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ତାପରେ ହଠାତ ଡ୍ର ଖୋଲି ୩ ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା ।

publive-image

ଖବର ପାଇ ରାତିରେ ବଲାଙ୍ଗିର ଏସ.ଡି.ପି.ଓ ଏବଂ ପୁଇଁନ୍ତଲା ପୁଲିସ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe