Advertisment

ନିଆଁରେ ପୋଡ଼ି ହୋଇଗଲେ ୩ OSAP ଯବାନ

ଭଦ୍ରକ(ପାର୍ଥ ସାରଥୀ ନାୟକ) : ନିଆଁରେ ପୋଡ଼ି ହୋଇ ୩ OSAP ଯବାନ ଗୁରୁତର ହୋଇପଡ଼ିଛନ୍ତି। ଭଦ୍ରକରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।  ଗୁରୁତର ୩ OSAP ଯବାନ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିୟନର  ବୋଲି ସୂଚନା ମିଳିଛି। ରାତିରେ […]

ଅଦ୍ୟତନ ହୋଇଛି
କୋଇଲା ଚୁଲା ନିଆଁରେ ଜଳିଗଲେ ଦମ୍ପତି

fire

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ) : ନିଆଁରେ ପୋଡ଼ି ହୋଇ ୩ OSAP ଯବାନ ଗୁରୁତର ହୋଇପଡ଼ିଛନ୍ତି। ଭଦ୍ରକରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।  ଗୁରୁତର ୩ OSAP ଯବାନ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ବେଳେ ଏହି ଅଘଟଣ ଘଟିଛି।

Advertisment

ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିୟନର  ବୋଲି ସୂଚନା ମିଳିଛି।

ରାତିରେ ଶୋଇଥିବା ବେଳେ ମଶା ଧୂପରୁ  ନିଆଁ ଲାଗି ଏପରି ପରିସ୍ଥିତି ଉପୁଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ଆଗକୁ ପଢ଼ନ୍ତୁ : ଜେଲ୍‌ରେ ଟଳି ପଡ଼ିଲେ ବିଚାରାଧୀନ କଏଦୀ

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe