୩ ଶିକାରୀ ଅଟକ; ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଗଣିଆ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି।  ସେମାନଙ୍କଠାରୁ ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି। ଆଜି ଭୋରରେ ବନ ବିଭାଗର ଏକ ଟିମ୍‌ ଗଣିଆ ବନାଞ୍ଚଳ ଅଧିନ ବାଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏହି ଶିକାରୀମାନେ ସନ୍ଦେହଜନକ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଦେଖି ବନ ବିଭାଗ ସେମାନଙ୍କୁ ଧରି ଥିଲା। ତେବେ ସେମାନେ କୌଣସି ବନ୍ୟଜନ୍ତୁ ଶିକାର କରିଛନ୍ତି […]

nayagada

nayagada

Jyoshna Pradhan
  • Published: Tuesday, 09 June 2020
  • Updated: 09 June 2020, 11:47 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଗଣିଆ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି।  ସେମାନଙ୍କଠାରୁ ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି।

ଆଜି ଭୋରରେ ବନ ବିଭାଗର ଏକ ଟିମ୍‌ ଗଣିଆ ବନାଞ୍ଚଳ ଅଧିନ ବାଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏହି ଶିକାରୀମାନେ ସନ୍ଦେହଜନକ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଦେଖି ବନ ବିଭାଗ ସେମାନଙ୍କୁ ଧରି ଥିଲା। ତେବେ ସେମାନେ କୌଣସି ବନ୍ୟଜନ୍ତୁ ଶିକାର କରିଛନ୍ତି କି ନାହିଁ, ସେନେଇ ବନ ବିଭାଗ ଅଧିକ ପଚରାଉଚରା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story