nayagada
Advertisment
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଗଣିଆ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଅଟକ ରଖିଛି। ସେମାନଙ୍କଠାରୁ ଗୋଟିଏ ଚୋରା ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି।
Advertisment
ଆଜି ଭୋରରେ ବନ ବିଭାଗର ଏକ ଟିମ୍ ଗଣିଆ ବନାଞ୍ଚଳ ଅଧିନ ବାଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏହି ଶିକାରୀମାନେ ସନ୍ଦେହଜନକ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଦେଖି ବନ ବିଭାଗ ସେମାନଙ୍କୁ ଧରି ଥିଲା। ତେବେ ସେମାନେ କୌଣସି ବନ୍ୟଜନ୍ତୁ ଶିକାର କରିଛନ୍ତି କି ନାହିଁ, ସେନେଇ ବନ ବିଭାଗ ଅଧିକ ପଚରାଉଚରା ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/nayagada-11000.jpg)