‘ବିଦା ହେଲେ 3 ପୋଷ୍ଟ ମାଷ୍ଟର’ | Odisha Reporter
ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା। ଯାଞ୍ଚ ବେଳେ ଧରାପଡ଼ିବା ପରେ ଚାକିରିରୁ ବହିଷ୍କାର ହୋଇଛନ୍ତି ୩ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର। ଏନେଇ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠି ସୂଚନା ଦେଇଛନ୍ତି। ବହିଷ୍କୃତ ହୋଇଥିବା ୩ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ହେଲେ ପ୍ରସନ୍ନ ସେଠୀ,ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତି। ସମସ୍ତଙ୍କ ଘର ଭଦ୍ରକ ଅଞ୍ଚଳରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
