Advertisment

ବହିଷ୍କୃତ ହେଲେ ୩ ପୋଷ୍ଟ ମାଷ୍ଟର

ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା। ଯାଞ୍ଚ ବେଳେ ଧରାପଡ଼ିବା ପରେ ଚାକିରିରୁ ବହିଷ୍କାର ହୋଇଛନ୍ତି ୩ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର। ଏନେଇ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠି ସୂଚନା ଦେଇଛନ୍ତି।

Advertisment

ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା। ଯାଞ୍ଚ ବେଳେ ଧରାପଡ଼ିବା ପରେ ଚାକିରିରୁ ବହିଷ୍କାର ହୋଇଛନ୍ତି ୩ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର। ଏନେଇ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠି ସୂଚନା ଦେଇଛନ୍ତି। ବହିଷ୍କୃତ ହୋଇଥିବା ୩ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ହେଲେ ପ୍ରସନ୍ନ ସେଠୀ,ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତି। ସମସ୍ତଙ୍କ ଘର ଭଦ୍ରକ ଅଞ୍ଚଳରେ।

Advertisment
Odisha Postal Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe