/odisha-reporter/media/post_attachments/uploads/2019/08/wine.jpg)
wine
ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜର ବହଳଦା ବଜାରରେ ଥିବା ଏକ ଗୋଦାମରେ ଚଢ଼ାଉ କରି ଗୋଟିଏ ଦଶ ଚକିଆ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ୍। ଏହି ମଦ ବେଆଇନ୍ ଭାବେ ଅରୁଣାଚଳ ପ୍ରଦେଶରୁ ଆସିଥିଲା ବୋଲି ପୁଲିସ୍ କହିଛି। ଏହା ସହିତ ଏହି ଗୋଦାମରୁ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ନେଇ ପୁଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା।
Advertisment
ପୁଲିସ୍ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
