Advertisment

୩୦୦ ପେଟି ବିଦେଶୀ ମଦ ଜବତ

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜର ବହଳଦା ବଜାରରେ ଥିବା ଏକ ଗୋଦାମରେ ଚଢ଼ାଉ କରି ଗୋଟିଏ ଦଶ ଚକିଆ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ୍‌। ଏହି ମଦ ବେଆଇନ୍ ଭାବେ ଅରୁଣାଚଳ ପ୍ରଦେଶରୁ ଆସିଥିଲା ବୋଲି ପୁଲିସ୍ କହିଛି। ଏହା ସହିତ ଏହି ଗୋଦାମରୁ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ନେଇ ପୁଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା। ପୁଲିସ୍ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି […]

୩୦୦ ପେଟି ବିଦେଶୀ ମଦ ଜବତ

wine

Advertisment

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜର ବହଳଦା ବଜାରରେ ଥିବା ଏକ ଗୋଦାମରେ ଚଢ଼ାଉ କରି ଗୋଟିଏ ଦଶ ଚକିଆ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ୍‌। ଏହି ମଦ ବେଆଇନ୍ ଭାବେ ଅରୁଣାଚଳ ପ୍ରଦେଶରୁ ଆସିଥିଲା ବୋଲି ପୁଲିସ୍ କହିଛି। ଏହା ସହିତ ଏହି ଗୋଦାମରୁ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ନେଇ ପୁଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା।

Advertisment

ପୁଲିସ୍ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe