ରାଜଧାନୀରେ ବିଟେକ୍ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଚନ୍ଦ୍ରଶେଖରପୁର ରେଲୱେ କଲୋନୀ଼ରେ ଥିବା ଘରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ବିଟେକ ପାସ୍‌ କରିଥିଲେ।  ତାଙ୍କ ନାଁ ଆର.ଏନ୍.ନିୟତି ନାୟକ। ତାଙ୍କୁ ୨୪ ବର୍ଷ ହୋଇଥିଲା। ତେବେ ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି।  ଛାତ୍ରୀଙ୍କ ବାପା ସିଗ୍ନାଲ  […]

deadbody

deadbody

Tapaswini Nayak
  • Published: Thursday, 08 September 2022
  • Updated: 08 September 2022, 09:36 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଚନ୍ଦ୍ରଶେଖରପୁର ରେଲୱେ କଲୋନୀ଼ରେ ଥିବା ଘରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ବିଟେକ ପାସ୍‌ କରିଥିଲେ।  ତାଙ୍କ ନାଁ ଆର.ଏନ୍.ନିୟତି ନାୟକ। ତାଙ୍କୁ ୨୪ ବର୍ଷ ହୋଇଥିଲା।

ତେବେ ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି।  ଛାତ୍ରୀଙ୍କ ବାପା ସିଗ୍ନାଲ  ସେକ୍ସନ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ମା ଜଣେ ଡାକ୍ତର।

ତେବେ ସାନ ଭଉଣୀର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ଗତକାଲି ତାଙ୍କୁ  ଡାକ୍ତରଖାନା ନେଇ ଯାଇଥିଲେ। ଏହି ସମୟରେ ନିୟତି ଘରେ ଏକୁଟିଆ ରହୁଥିଲେ। ଏହି ସମୟରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  ନିୟତି ସମ୍ବଲପୁର ବୁର୍ଲାରେ ବିଟେକ୍ ପାସ କରିଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଆଜି ତାଙ୍କର ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

କିଛି ମାସ ତଳେ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ହଷ୍ଟେଲ୍‌ ରୁମ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।। ସିନିଅର ଛାତ୍ରୀଙ୍କ ନିର୍ଯାତନା ସହି ନପାରି ରୁଚିକା ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ।। ସେହିପରି ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଜଣେ ଇଞ୍ଜିନିୟରିଂ  ଛାତ୍ରୀ ଆଶ୍ରିତା ସେନାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story