Advertisment

ଅଜଣା ଗାଡ଼ି ଧକ୍କାରେ ୩ ମୃତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅର୍ନ୍ତଗତ ମୁଷାବିରା ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଲହୁଣୀପଡ଼ା ଥାନା କଲେଇପଶ ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

୩ ଜଣ ଯୁବକ ଗୋଟିଏ ବାଇକରେ ଯାତ୍ରା ଦେଖି ଫେରୁଥିବା ବେଳେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ଯେ ଚାନ୍ଦିପୋଷ ଥାନାରୁ ୬ରୁ ୭ କି.ମି ଦୂରରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ୩ ଜଣଙ୍କର ହିଁ ମୃତ୍ୟୁ ଘଟିଥିଲା।

author-image
Ordigital Desk