Advertisment

ବିଜୁଳି ବିଲ୍‌ ବାକି ରଖିଥିଲେ, ସାଉଥ୍ କୋ ଆଦାୟ କରିନେଲା ୪ କୋଟି ଟଙ୍କା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ସାଉଥ୍ କୋ ବକେୟା ବିଲ୍ ଆଦାୟ ଆରମ୍ଭ କରିଛି। ଯେଉଁମାନେ ବିଲ୍ ନ ଦେଇଛନ୍ତି, ତାଙ୍କର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଉଛି। ଗତ ୨୨, ୨୩ ଓ ୨୪ ତାରିଖ ମଧ୍ୟରେ ସାଉଥ୍ କୋ ବକେୟା ବିଲ୍‌ ବାବଦରେ ୪ କୋଟି ୫୨ ଲକ୍ଷ ୪୮ ହଜାର ଟଙ୍କା ଆଦାୟ କରିଛି। ସେପଟେ ଛତ୍ରପୁରରେ ୧୫ଟି ସ୍ୱାର୍ଡ ଗଠନ କରାଯାଇ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବା କାର୍ଯ୍ୟ ଚାଲୁ […]

ବିଜୁଳି ବିଲ୍‌ ବାକି ରଖିଥିଲେ, ସାଉଥ୍ କୋ ଆଦାୟ କରିନେଲା ୪ କୋଟି ଟଙ୍କା

n-9091

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ସାଉଥ୍ କୋ ବକେୟା ବିଲ୍ ଆଦାୟ ଆରମ୍ଭ କରିଛି। ଯେଉଁମାନେ ବିଲ୍ ନ ଦେଇଛନ୍ତି, ତାଙ୍କର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଉଛି।

Advertisment

ଗତ ୨୨, ୨୩ ଓ ୨୪ ତାରିଖ ମଧ୍ୟରେ ସାଉଥ୍ କୋ ବକେୟା ବିଲ୍‌ ବାବଦରେ ୪ କୋଟି ୫୨ ଲକ୍ଷ ୪୮ ହଜାର ଟଙ୍କା ଆଦାୟ କରିଛି। ସେପଟେ ଛତ୍ରପୁରରେ ୧୫ଟି ସ୍ୱାର୍ଡ ଗଠନ କରାଯାଇ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବା କାର୍ଯ୍ୟ ଚାଲୁ ରହିଛି। କେବଳ ଛତ୍ରପୁର ସହରରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇଥିବା ଏସଡିଓ କହିଛନ୍ତି।

ଆଉ ୪ ଦିନ ଧରି ଏହି ଅଭିଯାନ ଚାଲିବ। ଏଥିରେ ଗ୍ରାହକ କର୍ମଚାରୀଙ୍କୁ ସହଯୋଗ କରୁଛନ୍ତି ବୋଲି ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe