ଭିସୁଟ୍‌ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଭିସୁଟ୍‌ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବରୁ କାରୋନାରେ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ ଆସିଥିଲା। ଏହାପରେ ଭିସୁଟ କର୍ମଚାରୀଙ୍କ ସ୍ୱାବ ନିଆଯାଇଥିଲା। ସଂଗୃହିତ ୬୦ ସ୍ୱାବରୁ ୪ ଜଣଙ୍କ ନମୁନା ପଜିଟିଭ ଆସିଥିବା ସୂଚନା ମିଳିଛି। ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ିବା […]

corona-10

corona-10

Niharika Rout
  • Published: Saturday, 04 July 2020
  • Updated: 04 July 2020, 12:19 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଭିସୁଟ୍‌ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବରୁ କାରୋନାରେ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ ଆସିଥିଲା। ଏହାପରେ ଭିସୁଟ କର୍ମଚାରୀଙ୍କ ସ୍ୱାବ ନିଆଯାଇଥିଲା। ସଂଗୃହିତ ୬୦ ସ୍ୱାବରୁ ୪ ଜଣଙ୍କ ନମୁନା ପଜିଟିଭ ଆସିଥିବା ସୂଚନା ମିଳିଛି।

ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ିବା ଆଶଙ୍କାରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟ୍‌କୁ ବନ୍ଦ କରି ଦିଆଯାଇଛି । ସମସ୍ତ କର୍ମଚାରୀଙ୍କୁ ହେଡ କ୍ୱାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଚେତାବନୀ ଦିଆଯାଇଛି। ହେଡ କ୍ୱାଟର ବାହାରେ ଥିବା କର୍ମଚାରୀ ଫେରିଲେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟଯେ, କରୋନାରେ ଆକ୍ରାନ୍ତ ହୋଇ ଅନୁଗୋଳସ୍ଥିତ ନାଲକୋର ଜଣେ ବରିଷ୍ଠ ଅଧିକାରୀ କିଛି ଦିନ ପୂର୍ବେ ପ୍ରାଣ ହରାଇଥିଲେ। ଉକ୍ତ ଅଧିକାରୀଙ୍କ ପତ୍ନୀ ଭିସୁଟରେ ଆସିଷ୍ଟାଣ୍ଟ ପ୍ରଫେସର ଥିବାରୁ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ସ୍ୱାବ ରିପୋର୍ଟରୁ ପଜିଟିଭ ଆସିବା ପରେ ତାଙ୍କୁ ତାଳଚେର କୋଭିଡ଼-19 ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ  ରିପୋର୍ଟ ପଜିଟିଭ ଆସିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତା ୧୧ ତାରିଖ ଯାଏ ଭିସୁଟ୍‌କୁ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story