ଚାରିବନ୍ଧୁ, ଗୋଟିଏ ଗାଁ ଓ ଗୋଟିଏ ବଗି | Odisha Reporter
କିଏ ଜାଣିଥିଲା ଜୀବନର ଶେଷ ରାସ୍ତାରେ ବି ବନ୍ଧୁତାକୁ ଏକାଠି ନିଭାଇବେ ବୋଲି? ଏହା ଇଶ୍ୱରଙ୍କ ସର୍ଜନା ଥିଲା ନା ସଂଯୋଗ? ପିଲାଟି ବେଳରୁ ବନ୍ଧୁ ଥିଲେ। ଯାହା କରୁଥିଲେ, ଯୁଆଡେ ଯାଉଥିଲେ ଚାରିବନ୍ଧୁ ହାତରେ ହାତ ରଖି ସାଥି ହୋଇ ଯାଉଥିଲେ। ଗାଁ ଆମ୍ବ ତୋଟାରୁ ସ୍କୁଲ, ଖରାଦିନ ଗାଧୁଆଠୁ ଖଟି ଯାଏ। ସବୁଠି ଏକାଠି ରହିଥାନ୍ତି। ଆଉ ବନ୍ଧୁତାକୁ ନିଭାଉଥିବା ଏହି ଚାରି ବନ୍ଧୁ ସାଥି ହୋଇ ଏକାଠି ବି ଶୋଇଗଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
