Advertisment

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି  ଗେଟ୍‌

ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ବନ୍ଦ ହେଲା। ଏବେ ଡ୍ୟାମ୍‌ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ ରହିଛି। ହୀରାକୁଦ ଡ୍ୟାମ୍‌କୁ ଏବେ ୩, ୬୨ ୮୮୪ କ୍ୟୁସେକ୍ ଜଳ ପଶୁଛି। ସେହିପରି ଡ୍ୟାମରୁ ନିଷ୍କାସିତ ହେଉଛି ୫, ୨୮ ୬୧ କ୍ୟୁସେକ୍ ଜଳ। ଅନ୍ୟପକ୍ଷରେ କଟକର ମୁଣ୍ଡଳିରେ ୧୦,୨ ୮୨୩ କ୍ୟୁସେକ୍ ଜଳ ପ୍ରବାହିତ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

hirakud-1..

Advertisment

ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ବନ୍ଦ ହେଲା। ଏବେ ଡ୍ୟାମ୍‌ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

Advertisment

ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ ରହିଛି। ହୀରାକୁଦ ଡ୍ୟାମ୍‌କୁ ଏବେ ୩, ୬୨ ୮୮୪ କ୍ୟୁସେକ୍ ଜଳ ପଶୁଛି। ସେହିପରି ଡ୍ୟାମରୁ ନିଷ୍କାସିତ ହେଉଛି ୫, ୨୮ ୬୧ କ୍ୟୁସେକ୍ ଜଳ।

ଅନ୍ୟପକ୍ଷରେ କଟକର ମୁଣ୍ଡଳିରେ ୧୦,୨ ୮୨୩ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

ମହନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିଲା। ଫଳରେ ହୀରାକୁଦ ଡ୍ୟାମର ୪୬ଟି ଗେଟ୍‌ ଖୋଲା ଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe